ARTICLE AD BOX
US Extension In Middle East: Soldiers To Stay Until 2027 Amid Tensions With Iran | Argus News ୨୦୨୭ ଯାଏଁ ବୃଦ୍ଧି ପାଇଲା ମଧ୍ୟପ୍ରାଚ୍ୟରେ ଆମେରିକା ସୈନ୍ୟଙ୍କ ରହଣି । ଇରାନ୍ ବିରୋଧୀ ସାମରିକ ଅଭିଯାନ ଆରମ୍ଭ ହେବାର ୬ ମାସ ପରେ, ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ମଧ୍ୟପ୍ରାଚ୍ୟରେ ମୁତୟନ ସୈନ୍ୟଙ୍କ ରହଣି ଅବଧିକୁ ୨୦୨୭ ଯାଏଁ ବୃଦ୍ଧି କରିଛନ୍ତି । ଯୁଦ୍ଧକୁ ଶୀଘ୍ର ଶେଷ କରିବାର ପୂର୍ବ ପ୍ରତିଶ୍ରୁତି ବଦଳରେ ଏହି ଦୀର୍ଘମିଆଦୀ ରହଣି ନିଷ୍ପତ୍ତି ଆମେରିକୀୟ ସୈନିକ ଓ ସେମାନଙ୍କ ପରିବାର ଉପରେ ଗମ୍ଭୀର ପ୍ରଭାବ ପକାଉଛି । The United States has officially extended the deployment of its troops in the Middle East until 2027. Defense Secretary Pete Hegseth announced this decision six months after the start of military operations against Iran. Currently, around 50,000 US soldiers, along with 19 warships and several fighter squadrons, are stationed in the region. While President Donald Trump maintains that this long-term strategy is essential for victory, the extension is putting immense mental and physical pressure on the soldiers and their families. #USArmy #MiddleEastCrisis #DonaldTrump #GlobalPolitics #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

59 minutes ago
1


