ARTICLE AD BOX
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି। ଡ୍ରିସ୍କଲ୍ ଇସ୍ତଫା ଦେଇଛନ୍ତି କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ହ୍ୱାଇଟ୍ ହାଉସର ପ୍ରମୁଖ ଡେପୁଟି ପ୍ରେସ୍ ସଚିବ ଆନ୍ନା କେଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସୂଚନା ଦେଇ ଖବରକୁ ସ୍ବୀକାର କରିଛନ୍ତି।
01 Sep 2026 09:25 IST Updated 01 Sep 2026 09:25 IST
/sambad/media/media_files/2026/09/01/01bbs_3_01092026_112-2026-09-01-09-20-21.jpg)
ୱାସିଂଟନ: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି। ଡ୍ରିସ୍କଲ୍ ଇସ୍ତଫା ଦେଇଛନ୍ତି କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ହ୍ୱାଇଟ୍ ହାଉସର ପ୍ରମୁଖ ଡେପୁଟି ପ୍ରେସ୍ ସଚିବ ଆନ୍ନା କେଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସୂଚନା ଦେଇ ଖବରକୁ ସ୍ବୀକାର କରିଛନ୍ତି।ସେ ପ୍ରଶଂସା କରି କହିଛନ୍ତି, ଡ୍ରିସ୍କଲ୍ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ‘ମେକ୍ ଆମେରିକା ଷ୍ଟ୍ରଙ୍ଗ୍ ଏଗେନ୍’ ଏଜେଣ୍ଡାକୁ ଆଗକୁ ବଢାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେ ଐତିହାସିକ ସାମରିକ ଅଭିଯାନ ସମୟରେ ଉତ୍କୃଷ୍ଟ ନେତୃତ୍ୱ ପ୍ରଦାନ କରିଥିଲେ। ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନାକୁ ସହଜ କରିବାକୁ ଚେଷ୍ଟା କରିଥିଲେ।
କେନ୍ଦ୍ରାପଡ଼ା ଜାହାଜ ନିର୍ମାଣ କ୍ଲଷ୍ଟର୍ ମଞ୍ଜୁର: କେନ୍ଦ୍ରର ଅନୁମୋଦନ, ୨୪,୭୦୦ କୋଟିର ନିବେଶ
01 Sep 2026 09:25 IST Updated 01 Sep 2026 09:25 IST
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


