Urvashi Rautela: ତ୍ରିରଙ୍ଗା ସହ ଏପରି କରିବାକୁ ସାହସ ହେଲା କେମିତି?

52 minutes ago 1
ARTICLE AD BOX

ଫ୍ୟାସନ୍ ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌତେଲା ଏଥର କିନ୍ତୁ ବିବାଦୀୟ ହୋଇପଡ଼ିଛନ୍ତି। ! ରାମ୍ପରେ ଚାଲିଲା ବେଳେ ଜାତୀୟ ପତାକାର ଅପମାନ ନେଇ ଉଠିଲା ପ୍ରଶ୍ନବାଚୀ !

ତ୍ରିରଙ୍ଗା ଡ୍ରେସରେ ଉର୍ବଶୀ! ରାମ୍ପରେ ଚାଲିଲା ବେଳେ ଟ୍ରୋଲ୍ କଲେ ଲୋକେ। ଜାତୀୟ ପତାକାର ଅପମାନ ନେଇ ଉଠିଲା ପ୍ରଶ୍ନବାଚୀ! ଫ୍ୟାସନ୍ ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌତେଲା ଏଥର କିନ୍ତୁ ବିବାଦୀୟ ହୋଇପଡ଼ିଛନ୍ତି। ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାରେ ଉର୍ବଶୀଙ୍କ ଡ୍ରେସକୁ ଦେଖି ରାଗିଯାଇଛନ୍ତି ଲୋକେ। ସେଲିନା ଜେଟଲି ଓ ସୁସ୍ମିତା ସେନଙ୍କ ସହ ଉର୍ବଶୀ ମଧ୍ୟ ବିଚାରକ ଭାବେ ସାମିଲ ହୋଇଥିଲେ। କିନ୍ତୁ ଉର୍ବଶୀଙ୍କ ଆଉଟଫିଟ୍ ପାଲଟିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ତାଙ୍କପୋଷାକରେ ତ୍ରିରଙ୍ଗାର ରଙ୍ଗ ସହ ଅଶୋକ ଚକ୍ରର ଡିଜାଇନ୍ ଥିବାରୁ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲିଂ ଆରମ୍ଭ ହୋଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.