Unbelievable! Man Bites Cobra to De*th Following Superstition in Sundargarh | Argus News

1 hour ago 3
ARTICLE AD BOX


Unbelievable! Man Bites Cobra to Death Following Superstition in Sundargarh | Argus News ସାପ କାମୁଡ଼ିଲେ ଲୋକେ ଭୟରେ ଦୂରେଇ ଯାଆନ୍ତି, ହେଲେ ସୁନ୍ଦରଗଡ଼ ବାମରା ଅଞ୍ଚଳରୁ ଆସିଛି ଏକ ସମ୍ପୂର୍ଣ୍ଣ ଓଲଟା ଚିତ୍ର। ନାଗ ସାପର ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ପାକେଲପଡ଼ା କର୍ମାପଡ଼ା ଗାଁରେ। ସ୍ଥାନୀୟ ଯୁବକ ଧରମସିଙ୍ଗ ଖଡ଼ିଆ କ୍ଷେତକୁ ଯାଉଥିବା ବେଳେ ହଠାତ୍ ଏକ ନାଗ ସାପ ଉପରେ ତାଙ୍କ ଗୋଡ଼ ପଡ଼ିଯାଇଥିଲା। ସାପଟି ଫଣା ଟେକି ଗର୍ଜନ କରିବାରୁ ଭୟରେ ସେ ସାପଟିକୁ କାବୁ କରି ତାର ଫଣାକୁ ଦାନ୍ତରେ କାମୁଡ଼ି ଅଲଗା କରିଦେଇଥିଲେ। ଗୁଣିଆର ଏକ ଅନ୍ଧବିଶ୍ୱାସୀ କଥାକୁ ବିଶ୍ୱାସ କରି ସେ ଏଭଳି କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସାପଟିର ମୃତ୍ୟୁ ହୋଇଥିବା ବେଳେ ଧରମସିଙ୍ଗଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିଲେ ମଧ୍ୟ ଡାକ୍ତର ତାଙ୍କୁ ୨୪ ଘଣ୍ଟା ପାଇଁ ନିରୀକ୍ଷଣରେ ରଖିଛନ୍ତି। ତେବେ ଡାକ୍ତର ଏବଂ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ସାପକୁ ଓଲଟା କାମୁଡ଼ିଲେ ବିଷ ଓହ୍ଲାଇଯାଏ ବୋଲି ପ୍ରଚଳିତ ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତିକର ଏବଂ ପ୍ରାଣଘାତୀ। ସାପ କାମୁଡ଼ିଲେ ଗୁଣିଆ କିମ୍ବା ଅନ୍ଧବିଶ୍ୱାସ ପଛରେ ନପଡ଼ି ତୁରନ୍ତ ଡାକ୍ତରଖାନା ଯିବା ହିଁ ଏକମାତ୍ର ଉପାୟ। In a shocking incident fueled by superstition, a youth named Dharamsing Khadia from Pakelpada village in Sundargarh's Bamra area bit off the hood of a live Cobra. After accidentally stepping on the snake, Dharamsing caught the cobra and bit it, believing a local myth that biting back a snake neutralizes its venom. #SundargarhNews #Superstition #SnakeBite #CobraAttack #OdishaNews #BlindFaith #MedicalEmergency #BreakingNewsOdisha #BamraNews #ArgusNews #OdiaNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.