Typhoon Dolphin Rips Through Japan: 288 KM/H Winds, Mass Evacuations & Major Shutdowns | Argus News

3 days ago 2
ARTICLE AD BOX


Typhoon Dolphin Rips Through Japan: 288 KM/H Winds, Mass Evacuations & Major Shutdowns | Argus News ଭୟଙ୍କର ଟାଇଫୁନ୍ ‘ଡଲଫିନ୍’। ଜାପାନର ଦକ୍ଷିଣ ଦ୍ବୀପପୁଞ୍ଜ, ବିଶେଷ କରି ଓକିନାୱା ଏବଂ କାଗୋସିମା ଅଞ୍ଚଳରେ ବ୍ୟାପକ ତାଣ୍ଡବ ରଚୁଛି। ଏହି ଶକ୍ତିଶାଳୀ ଝଡ଼ ଯୋଗୁଁ ଜାପାନରେ ପ୍ରବଳ ବର୍ଷା, ସାମୁଦ୍ରିକ ଜୁଆର ଏବଂ ଘଣ୍ଟା ପ୍ରତି ୧୫୦ରୁ ୨୮୮ କିଲୋମିଟର ବେଗରେ ପ୍ରଭାବଶାଳୀ ପବନ ବହୁଛି। ଝଡ଼କୁ ଦେୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଓକିନାୱା ଏବଂ କାଗୋସିମା ଅଞ୍ଚଳର ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକଙ୍କୁ ଜରୁରୀକାଳୀନ ଭାବେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ ପ୍ରବଳ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଧସିବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ପବନ ଯୋଗୁଁ ନାହା ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ବିଭିନ୍ନ ରୁଟ୍‌ର ୫୦୦ରୁ ଅଧିକ ଉଡ଼ାଣକୁ ବାତିଲ କରାଯାଇଛି ଏବଂ ବିମାନବନ୍ଦର ଟର୍ମିନାଲ୍‌କୁ ବନ୍ଦ ରଖାଯାଇଛି। ଓକିନାୱା ପ୍ରେଫେକ୍ଚରର ହଜାର ହଜାର ଘରକୁ ବର୍ତ୍ତମାନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ଅନ୍ଧାରରେ ରହିଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ଅଟୋମୋବାଇଲ୍ କମ୍ପାନୀ ଟୟୋଟା ତାର ୯ଟି ବଡ଼ କାରଖାନାରେ କାମ ବନ୍ଦ କରିଦେଇଛି। Japan is currently facing the fury of Typhoon Dolphin, which has hit the southern islands of Okinawa and Kagoshima with devastating force. With wind speeds reaching an alarming 150 to 288 km/h, the storm has triggered red alerts for floods and landslides. Authorities have ordered the emergency evacuation of over 260,000 residents as thousands of homes lose power. The extreme weather has led to the cancellation of more than 500 flights and the closure of Naha International Airport. Even industry giants like Toyota have suspended operations at 9 major factories. Watch this detailed report from Argus News to see the scale of destruction caused by Typhoon Dolphin. #TyphoonDolphin #JapanStorm #Okinawa #Kagoshima #NaturalDisaster #ExtremeWeather #TyphoonAlert #JapanWeather #GlobalNews #ToyotaShutdown #InternationalNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.