ARTICLE AD BOX
Tragic Accident in Odisha: Youth Dies After Falling from Broken Bridge Due to Heavy Rain | Argus News ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ପୋଲ ଏବେ ଲୋକଙ୍କ ପାଇଁ ଘାତକ ସାଜିଛି। ଭଙ୍ଗା ପୋଲରୁ ତଳକୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଡମନିଚୁଆଁ ଗାଁର କେମନ୍ତ ମାଝି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଭଙ୍ଗା ପୋଲକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁସାରେ, ଚଳିତ ଲଗାଣ ବର୍ଷାରେ ଡମନିଚୁଆଁ ଗାଁରୁ ଢୋଲମାନ୍ଦଲ ଯିବା ରାସ୍ତାରେ ଥିବା ପୋଲଟି ଭାଙ୍ଗି ଯାଇଛି। ପ୍ରବଳ ବର୍ଷା ଓ ପାଣିର ପ୍ରବଳ ସ୍ରୋତ ଯୋଗୁଁ ପୋଲଟି କ୍ଷତିଗ୍ରସ୍ତ ହୋଇଛି । ପୋଲ ଭାଙ୍ଗିଯିବା ପରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ ଏହି ରାସ୍ତା ଦେଇ ଯିବାଆସିବା ବେଶ ବିପଦପୂର୍ଣ୍ଣ ହୋଇପଡ଼ିଛି ଏଭଳି ସ୍ଥିତିରେ କେମନ୍ତ ମାଝି ଗତକାଲି ରାତିରେ କୌଣସି କାମରେ ନିଜ ଘରୁ ବାଇକ୍ ଯୋଗେ ଯାଉଥିବା ବେଳେ ଭଙ୍ଗା ପୋଲ ତଳକୁ ବାଇକ୍ ସହ ଖସିପଡ଼ିଥିଲେ। ଭୋର ସକାଳୁ ଗାଁର କିଛି ଲୋକ ଦେଖିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତୁରନ୍ତ ପୋଲର ମରାମତି କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। A tragic incident has been reported from Damanichua village, where a young man named Kemant Majhi lost his life after falling off a bridge that had been washed away by heavy rains. The bridge, located on the road from Damanichua to Dholamandal, was severely damaged by the strong water current. The victim was traveling on his motorcycle at night when the accident occurred. Locals are in deep shock and have expressed strong resentment against the administration for the lack of repairs. They are now demanding immediate action to fix the bridge to prevent further tragedies. #OdishaAccident #BridgeCollapse #HeavyRainOdisha #Damanichua #Dholamandal #PublicOutrage #RoadSafety #TragicNews #VillageProblems #OdishaRainDamage #MotorcycleAccident #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 hours ago
1


