The Commissionerate Police: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ

1 week ago 8
ARTICLE AD BOX

ଭୁବନେଶ୍ବର: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ। ବର୍ଦିରେ ରହି ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ କରିବା ମନା। ଠିକ୍ ସେହିପରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି ବେଳେ ଫଟୋ, ଭିଡିଓ ଉତ୍ତୋଳନ କରିପାରିବେନି ପୁଲିସ ଅଧିକାରୀ। ଲୋକ ଭବନ, ଲୋକ ସେବା ଭବନ, ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନରେ କଟକଣା ରହିଛି। ହାଇକୋର୍ଟ, ଆର୍‌ବିଆଇ ଭଳି ଅନ୍ୟ ସମ୍ବେଦନଶୀଳ ସ୍ଥାନ ପାଇଁ ବି ଏହି କଟକଣା ଲାଗୁ।

ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଯଦି କେହି ଏହି ନିର୍ଦ୍ଦେଶ ସତ୍ତ୍ୱେ ପୁନର୍ବାର ଏପରି ଭୁଲ କରନ୍ତି ତେବେ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ପୁଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି।  ସ୍ପର୍ଶକାତର ସ୍ଥାନରେ  ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଏଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପର୍ଶକାତର ସ୍ଥାନରେ ଡ୍ୟୁଟିରେ ଥିବା  ପୁଲିସ  ମୋବାଇଲ ବ୍ୟବହାର ଉପରେ  କଟକଣା କରାଯାଇଛି।

Cattle Rescue: ଗୋରୁ ବୋଝେଇ ପିକ୍‌ଅପ୍ ଜବତ, ୯ ଗୋରୁ ଉଦ୍ଧାର; ଚାଳକ ଓ ହେଲପର ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.