Thalapathy Vijay: ବୃଦ୍ଧାଙ୍କୁ ୪୦ ହଜାରର ଚଷମା ଦେଲେ ବିଜୟ

55 minutes ago 2
ARTICLE AD BOX

ତାମିଲନାଡ଼ୁରେ ଜଣେ ବୃଦ୍ଧାଙ୍କୁ ଦେଖି ହଠାତ୍ ନିଜ କାରକେଡ୍ ଅଟକାଇ ଦେଇଥିଲେ ବିଜୟ । ଗାଡ଼ିରୁ ଓହ୍ଲାଇ ସେ ସିଧା ବୃଦ୍ଧାଙ୍କ ପାଖକୁ ଯାଇଥିଲେ । ଆଉ ତା ପରେ ଯାହା ହେଲା ତାହା ସମସ୍ତଙ୍କ ମନ କିଣିନେଇଛି ।

ତାମିଲନାଡ଼ୁରେ ଚାଲିଛି ଥଲପତିଙ୍କ କ୍ରେଜ୍। କେବଳ ତାମିଲନାଡ଼ୁରେ ନୁହେଁ ବରଂ ସାରା ଦେଶରେ ଲୋକେ ତାଙ୍କ ଶାସନକୁ ପସନ୍ଦ କରୁଛନ୍ତି । ବିଜୟ ମଧ୍ୟ ନିଜ ନିଆରା ଅନ୍ଦାଜରେ ଲୋକଙ୍କ ମନ କିଣୁଛନ୍ତି। ଫିଲ୍ମରେ ଯେମିତି ସୁପରହିରୋ ଥିଲେ। ରିୟଲ ଲାଇଫରେ ଲୋକଙ୍କ ପାଇଁ ମଧ୍ୟ ସେଭଳି  ସୁପରଷ୍ଟାର ପାଲଟିଛନ୍ତି । ନିକଟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡ଼ିଓରେ ଜଣେ ବୃଦ୍ଧାଙ୍କୁ ଦେଖି ହଠାତ୍ ନିଜ କାରକେଡ୍ ଅଟକାଇ ଦେଇଥିଲେ ବିଜୟ । ଗାଡ଼ିରୁ ଓହ୍ଲାଇ ସେ ସିଧା ବୃଦ୍ଧାଙ୍କ ପାଖକୁ ଯାଇଥିଲେ । ଆଉ ତା ପରେ ଯାହା ହେଲା ତାହା ଏବେ ସମସ୍ତଙ୍କ ମନ କିଣିନେଇଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.