Tanushree Dutta: ହିଟ୍ ହେଲେ ତା’ପରେ ହଠାତ ହୋଇଗଲେ ଗାଏବ

1 hour ago 1
ARTICLE AD BOX

ନାନା ପାଟେକରଙ୍କ ମୃତ୍ୟୁ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତନୁଶ୍ରୀ ଦତ୍ତା । ତେବେ କିଏ ଏହି ତନୁଶ୍ରୀ ? କେମିତି ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିୟର ଓ ନାନାଙ୍କ ସହ ବିବାଦ ? ଆସନ୍ତୁ ଜାଣିବା ।

ତନୁଶ୍ରୀ ଦତ୍ତାଙ୍କର ଯଦିଓ ଚଳଚ୍ଚିତ୍ର ଦୁନିଆରେ ଆଉ ସେଭଳି କ୍ରେଜ୍ ନାହିଁ  କିନ୍ତୁ ନାନା ପାଟେକରଙ୍କ ମୃତ୍ୟୁ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନାନାଙ୍କ ମୃତ୍ୟୁ ପରେ ତାଙ୍କୁ ସୈତାନ କହିବା ପରେ ତନୁଶ୍ରୀଙ୍କୁ ଅନେକ ଲୋକ ଟ୍ରୋଲ୍ କରୁଥିବା ବେଳେ କିଛି ଲୋକ ତାଙ୍କ ସମର୍ଥନରେ ମଧ୍ୟ ବାହାରିଛନ୍ତି। କିନ୍ତୁ କିଏ ଏହି ତନୁଶ୍ରୀ ଦତ୍ତା ? କିପରି ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିୟର ? କେମିତି ହୋଇଥିଲା ନାନା ପାଟେକରଙ୍କ ସହ ତାଙ୍କର ଭେଟ? ଆଉ ନାନାଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗକ କ’ଣ ସତ ? ଆସନ୍ତୁ ତନୁଶ୍ରୀ ଦତ୍ତାଙ୍କ କ୍ୟାରିୟର ଓ ବିବାଦର କାହାଣୀ ବିଷୟରେ ଜାଣିବା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.