ARTICLE AD BOX
ଅଗଷ୍ଟ ୧୪ରେ ଇମରାନ୍ ହାସମୀଙ୍କ ‘ଆୱାରାପନ ୨’ଏବଂ ସନି ଦେଓଲଙ୍କ ‘ବଟୱାରା ୧୯୪୭’ ରିଲିଜ ହୋଇଥିଲା। ଏବେ ସନି ଦେଓଲଙ୍କୁ ପଛରେ ପକାଇ ଇମରାନ ଆଗକୁ ଆଗେଇ ଚାଲିଛନ୍ତି।
ବଲିଉଡ଼ରେ ଦୁଇ ଦିଗ୍ଗଜ ଅଭିନେତାଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଗୋଟିଏ ପଟେ ଇମରାନ୍ ହାସମୀଙ୍କ ‘ଆୱାରାପନ ୨’ ରହିଛି ତ ଅନ୍ୟପଟେ ସନି ଦେଓଲଙ୍କ ‘ବଟୱାରା ୧୯୪୭’ ରହିଛି। ଏହି ଦୁଇଟି ସିନେମା ସମାନ ତାରିଖ ଅଗଷ୍ଟ ୧୪ରେ ସିନେମା ହଲରେ ରିଲିଜ ହୋଇଥିଲା। ପ୍ରାରମ୍ଭରେ ଦୁଇଟି ଫିଲ୍ମ ବକ୍ସ ଅଫିସରେ ସମାନ ରେଜଲ୍ଟ ଦେଇଥିଲେ। କିନ୍ତୁ ଏବେ ସେହି ସମୀକରଣ ବଦଳିବାରେ ଲାଗିଛି। ସନି ଦେଓଲଙ୍କୁ ପଛରେ ପକାଇ ଇମରାନ ଆଗକୁ ଆଗେଇ ଚାଲିଛନ୍ତି। ଏବେ ତାଙ୍କ ସିନେମା ‘ଆୱାରାପନ ୨’ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର କରିଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

53 minutes ago
1


