ARTICLE AD BOX
ପାର୍ବଣ ଋତୁରେ ଚିନି ଦର ଲୋକଙ୍କର ଚିନ୍ତା ବଢ଼ାଇ ଦେଇଥିବା ବେଳେ ଏବେ ଏଥିରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ଦେଖାଯାଉଛି। ଏହାର ମଧ୍ୟରେ ଖବର ଆସୁଛି ଯେ, ଭାରତୀୟ ରିଫାଇନାରି ଘରୋଇ ବଜାରରେ ପାଖାପାଖି ଅଢ଼େଇ ଲକ୍ଷ ଟନ୍ ଚିନି...
/sambad/media/media_files/2026/09/03/sugar-2026-09-03-19-56-21.jpg)
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଚିନି ଦର ଲୋକଙ୍କର ଚିନ୍ତା ବଢ଼ାଇ ଦେଇଥିବା ବେଳେ ଏବେ ଏଥିରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ଦେଖାଯାଉଛି। ଏହାର ମଧ୍ୟରେ ଖବର ଆସୁଛି ଯେ, ଭାରତୀୟ ରିଫାଇନାରି ଘରୋଇ ବଜାରରେ ପାଖାପାଖି ଅଢ଼େଇ ଲକ୍ଷ ଟନ୍ ଚିନି ବିକ୍ରି କରାଯିବାର ଯୋଜନା ରହିଛି। ଏଥିରୁ ଚିନି ଦର ନେଇ ଅନୁମାନ କରାଯାଇପାରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
11


