Stabbed: ଯୁବକଙ୍କୁ ଛୁରାମାଡ଼ କରି ଦୁଇ ଅଭିଯୁକ୍ତ ଫେରାର, ଡାକ୍ତରଖାନାରେ ଚାଲିଗଲା ପୀଡ଼ିତଙ୍କ ଜୀବନ

1 hour ago 2
ARTICLE AD BOX

ଖଲ୍ଲିକୋଟ: ଯୁବକଙ୍କୁଛୁରି ଭୁସିଦେଲେ, ଚାଲିଗଲା ତାଙ୍କ ଜୀବନ। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର ଚିତ୍ରସେନ ଜେନା। ପୂର୍ବ ଶତ୍ରୁତାରୁ ସେହି ଗାଁର ଦୁଇ ଜଣ ଯୁବକ ଛୁରାମାଡ଼ କରିଥିବାର ସୂଚନା ମିଳିଛି।

Advertisment

ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା

ଗତ ରାତିରେ ନିଜ ଗାଁରେ ଯାତ୍ରା ରିହରସାଲ ଦେଖୁଥିବା ବେଳେ ଦୁଇ ଯୁବକ ଚିତ୍ରସେନ ଜେନାଙ୍କୁ  ଆକ୍ରମଣ କରିଥିଲେ। ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।

Death: ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି ଯୁବକ, ସକାଳେ ମିଳିଲା ମୃତଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.