ARTICLE AD BOX
ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାର୍ଯ୍ୟ କରୁଛନ୍ତି ବହଳଦା ଅଞ୍ଚଳର ମୋଚିରାମ ଟୁଡୁ | ମୋଚିରାମ ଡ୍ୟୁଟିରେ ଥିବା ବେଳେ ତାଙ୍କ ଗୋଡ଼ରେ ଏକ କାମୁଡ଼ିଥିବାର ଜାଣିବାକୁ ପାଇଥିଲେ |
Mochiram immediately wrapped Snake in a polythene bag and cycled to Udala Hospital for treatment. Photograph: (sambad.in)ଉଦଳା: ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଛନ୍ତି ବହଳଦା ଅଞ୍ଚଳର ମୋଚିରାମ ଟୁଡୁ | ଗତକାଲି ସଂଧ୍ୟା ପ୍ରାୟ ୮ ଘଟିକା ସମୟରେ ମୋଚିରାମ ଡ୍ୟୁଟିରେ ଥିବା ବେଳେ ତାଙ୍କ ଗୋଡ଼ରେ ଏକ ସାପ କାମୁଡ଼ିଥିବାର ଜାଣିବାକୁ ପାଇଥିଲେ |
ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ
ତେବେ ସାପଟିକୁ ଚିହ୍ନି ନପାରି ମୋଚିରାମ ସିଧା ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ | ବର୍ତ୍ତମାନ ମୋଚିରାମ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି |
Odisha High Court: ବୌଦ୍ଧସ୍ଥଳ ''ହୀରକ ତ୍ରିଭୁଜ''ର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


