Shravan 2nd Somvar: Huge Crowd at Puri Lokanath Temple, Thousands Perform Jala Lagi | Argus News

1 day ago 1
ARTICLE AD BOX


Shravan 2nd Somvar: Huge Crowd at Puri Lokanath Temple, Thousands Perform Jala Lagi | Argus News ଶ୍ରାବଣ ଦ୍ୱିତୀୟ ସୋମବାରରେ ପୁରୀ ଲୋକନାଥ ମନ୍ଦିରରେ ଲାଗିଛି ଭିଡ। ରାତି ୧୨ଟା ୩୦ରୁ ଦ୍ବାରଫିଟା ହୋଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପୂର୍ଣ୍ଣ ହେବାପରେ ରାତ୍ର ୧ଟା ଠାରୁ ଚାଲିଛି ଜଳ ଲାଗି। ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଜଳ ଲାଗି ଜାରି ରହିବ। ଏହାପରେ ଅନ୍ୟାନ୍ୟ ନୀତି ବଢ଼ିବ। ପ୍ରଶାସନ ତରଫରୁ କାଉଡ଼ିଆ ଭକ୍ତ ଓ ଅନ୍ୟ ଭକ୍ତ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୦ ଟଙ୍କା ଟିକେଟ ଦେୟ ରହିଥିବା ବେଳେ ପାର୍ବତୀ ସାଗର ପାର୍ଶ୍ୱ ସ୍ବତନ୍ତ୍ର ବ୍ୟାରିକେଡ଼ ଦେଇ ରୋଷଘର ପଛ ପାଖ ଦେଇ ଜଳ ଲାଗି ପରେ ସିଂହଦ୍ୱାର ଦେଇ ବାହାରୁଛନ୍ତି ଭକ୍ତ। On the auspicious occasion of the second Monday of Shravan, thousands of devotees and Bol Bam kadias have gathered at the famous Shri Lokanath Temple in Puri. The rituals began at 12:30 AM with Mangala Alati, followed by Jala Lagi starting from 1:00 AM. Special arrangements have been made by the administration, including dedicated barricades near Parvati Sagar and a ₹30 ticket system for smooth darshan. Devotees are seen queuing up enthusiastically to offer water to Lord Lokanath. Watch this spiritual report on Argus News for a glimpse of the Shravan celebrations in Puri. #PuriLokanath #ShravanSomvar #BolBam2026 #OdishaSpiritual #PuriNews #LordShiva #JalaLagi #ShravanMonth #OdishaFestivals #DevotionalNews #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.