ARTICLE AD BOX
Sheikh Hasina Breaks Down Recalling Family Massacre In Virtual Press Meet | Argus News ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନୂଆଦିଲ୍ଲୀରୁ ଭର୍ଚ୍ଚୁଆଲ୍ ମାଧ୍ୟମରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ପରିବାରର ବର୍ବର ହତ୍ୟାକାଣ୍ଡକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି। ଦିଲ୍ଲୀସ୍ଥିତ ଫରେନ୍ କରେସ୍ପଣ୍ଡେଣ୍ଟ୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ପ୍ରେସ୍ କନଫରେନ୍ସରେ ସେ ବାଂଲାଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ନିଜର ମତ ରଖିଛନ୍ତି। ଏହି ସମୟରେ ଅୱାମୀ ଲିଗ୍ର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବା ସହ ହସିନା ଦେଶ ଛାଡ଼ିବାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। Former Bangladesh Prime Minister Sheikh Hasina addressed a virtual press conference from New Delhi, organized by the Foreign Correspondents' Club. During the emotional address, she broke down while recalling the brutal massacre of her family members that occurred 51 years ago. Marking two years since she left Bangladesh, Hasina discussed the current volatile political situation and the bloody unrest in her home country. Senior leaders of the Awami League also attended the event. This significant address highlights her enduring connection to Bangladesh's politics and her personal struggle amidst international exile and domestic turmoil. #SheikhHasina #BangladeshNews #DelhiPressMeet #AwamiLeague #PoliticalCrisis #SheikhHasinaAudio #BangladeshPolitics #InternationalNews #WorldNews #DhakaUpdates #JusticeForSheikhHasina #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

6 days ago
3


