Sheetal: ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇନାହାନ୍ତି ଓଲିଉଡ୍‌ ନାୟିକା ଶୀତଲ୍‌

3 days ago 4
ARTICLE AD BOX

 ଭୁବନେଶ୍ବର: ‘ଯିଏଯାହାକହୁମୋ’ରଢ଼ୋ’ ପରେସେ ‘ଭଲ ପାଏତତେ୧୦୦ରୁ୧୦୦’,‘ଦିଲ୍‌ ଦିୱାନାହେଇଗଲା’, ‘ସୁନାପିଲା- ଟିକେସ୍କୃଢିଲା’, ‘ତୁଯେସେଇ’, ‘ତୋ’ରଦିନେକୁମୋ’ରଦିନେ’, ‘ପ୍ରେମରେପ୍ରେମରେ’ ଓ ‘ମିଷ୍ଟର୍ମଜ୍‌ନୁ’, ତୋରମୋରକଟି, ପ୍ରଥାଓ ‘ଛକିଶୂନ’  ଆଦିଫିଲ୍ମରେନଜରଆସିଛନ୍ତି।ସେଇତିମଧ୍ୟରେକେତେଜଣଆଗଧାଡ଼ିରନିର୍ଦ୍ଦେଶକଙ୍କସହକାମକରିଛନ୍ତି।ଏଇଯେମିତିସୁଧାଂଶୁମୋହନସାହୁ, ମୃତ୍ୟୁଞ୍ଜୟସାହୁ, ଅଶୋକପତି, ମାନସପଢ଼ିଆରୀ ଓ ସୁଧାକରବସନ୍ତଆଦି।ହେଲେ  ଆଉକେତେକଙ୍କସହଏଯାଏକାମ କରିନାହାନ୍ତି।ଏମାନଙ୍କଭିତରୁଜଣେହେଲେ ବସନ୍ତ ସାହୁ।

basant sahubasant sahu

କେବେ ପଡ଼ୁଛି ଶୀତଲଙ୍କ ପାଳି!

ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ମଧ୍ୟରେ ରହିଛି, କି ହେବ ଶୁଆ ପୋଷିଲେ, ଗଢ଼ି ଜାଣିଲେ ଘର ସୁନ୍ଦର, ସୌଭାଗ୍ୟବତୀ, କଳାମାଣିକ, ଲାଟ୍ ସାହେବ, ମୁଁ କ’ଣ ଏତେ ଖରାପ, ଟୋପାଏ ସିନ୍ଦୂର ଦି ଟୋପା ଲୁହ’, ରକତ ଚିହ୍ନିଛି ନିଜର କିଏ, ଶାଶୁ ଘର ଚାଲିଯିବି, ସତ୍ୟମେବ ଜୟତେ, ଚାନ୍ଦିନୀ ଆଇ ମିସ୍ ୟୁ, ପିଲାଟା ବିଗିଡ଼ିଗଲା, ମୁଁ ତାର କିଏ, ବାଏବାଏ ଦୁବାଇ ଓ ସେଲଫିସ୍ ଦିଲ୍ ଆଦି। ଏହାଛଡ଼ା ସେ ଏବେ ସୌଭାଗ୍ୟବତୀ ୨ ଟାଇଟଲରେ ଆଉ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଉଛନ୍ତି, ଯେଉଁଥିରେ ପିଆଲି ଅଛନ୍ତି ନାୟିକା ଭୂମିକାରେ। ଦେଖାଯାଉ କେବେ ପଡ଼ୁଛି ଶୀତଲଙ୍କ ପାଳି!

Pankaj Dheer Birth Anniversary: ୩୦୦ ଟଙ୍କା ଦରମାରୁ ଆରମ୍ଭ, ‘ମହାଭାରତ’ର କର୍ଣ୍ଣ ହୋଇ ବଦଳାଇଥିଲେ ଭାଗ୍ୟ; ଜାଣନ୍ତୁ ପଙ୍କଜ ଧୀରଙ୍କ ସଂଘର୍ଷର କାହାଣୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.