ARTICLE AD BOX
ରାହାମା: ଜଗତ୍ସିଂହପୁର ଜିଲ୍ଲା ରାହାମାରେ ଏକ ଘରୁ ସେକ୍ସ ରାକେଟ ଠାବ ହୋଇଛି। ଘଟଣାସ୍ଥଳରୁ ୪ ମହିଳା ୧ ଜଣେ ଯୁବକଙ୍କୁ ଧରିଛି ପୁଲିସ୍। ସେଠାରୁ ୨୧ ଶହ ଟଙ୍କା, କଣ୍ଡୋମ୍, ପର୍ସ ଓ ୯ଟି ମୋବାଇଲ୍ ଜବତ କରିଛି ପୁଲିସ୍। ଯାହା ଜଣାପଡ଼ୁଛି, ପୁଲିସ୍ ଚଢ଼ଉଖବର ପାଇେ ଅନ୍ୟ କେତେଜଣ ଘଟଣାସ୍ଥଳରୁ ଫେରାର୍ ମାରିଛନ୍ତି। ଏନେଇ ପୁଲିସ୍ ଅଧିକ ତଦନ୍ତ କରୁଛି।
Advertisment
ଏକ ଟିମ୍ ଚଢ଼ଉ କରିଥିଲା
ବିଶେଷ ସୂତ୍ରରୁ ଖବର ପାଇ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲା। ସେକ୍ସ ରାକେଟରେ ଚାଲୁଥିବା ୪ ମହିଳା ୧ ଯୁବକଙ୍କୁ ପୁଲିସ ହେପାଜତକୁ ନେଇଛି।
Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ

1 week ago
4


