S*x Racket Busted In Jeypore | 'Rani Mahumachhi' Jumps Off Roof To Escape Police | Viral Video

6 hours ago 1
ARTICLE AD BOX


S*x Racket Busted In Jeypore | 'Rani Mahumachhi' Jumps Off Roof To Escape Police | Viral Video | Argus News ଜୟପୁର ଜୟନଗର ଅଞ୍ଚଳରେ ଦେହ ବେପାର ଅଭିଯୋଗ । ଚଢ଼ଉ ବେଳେ ଛାତ ଡେଇଁ ଫେରାର ରାଣୀ ମହୁମାଛି । ପୋଲିସ ଗ୍ରାହକଙ୍କୁ ଗିରଫ କରିଛି । ଫେରାର ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଇଏ ହେଉଛି ସେହି ଫେରାର ବେଳର ଦୃଶ୍ୟ । ଜୟପୁର ସହରରେ ଦେହ ବେପାର ଚାଲିଥିବା ଅଭିଯୋଗ ହୋଇଥିଲା । ଟାଉନ ଥାନା ପୁଲିସ ପକ୍ଷରୁ ଆଜି ସହରର ଜୟନଗର ଅଞ୍ଚଳରେ ଚଢ଼ଉ କରିଛି। ପୁଲିସ ଚଢ଼ଉ କରିବା ସମୟରେ ଘଟଣାସ୍ଥଳରୁ ଜଣେ ମହିଳା ଛାତ ଡେଇଁ ଫେରାର ହୋଇଯାଇଥିବା ପୁଲିସ କହିଛି। ଫେରାର ହୋଇଯାଇଥିବା ମହିଳା ଏହି ଦେହ ବେପାର ରାକେଟ୍‌ର ମୁଖ୍ୟ ଅର୍ଥାତ ରାଣୀ ମହୁମାଛି ବୋଲି ଅଭିଯୋଗ ହେଉଛି | A major sex racket was busted by Jeypore Town Police in the Jayanagar area following reports of illegal activities. During the raid, the alleged mastermind of the racket, known as 'Rani Mahumachhi,' made a dramatic escape by jumping off a roof to evade police. A video of her escape has since gone viral on social media. While the main accused managed to flee, police successfully arrested one customer and detained a woman from the spot. Investigation is currently underway to nab the absconding kingpin. Watch the full report on Argus News for more details. #JeyporeNews #SexRacketBusted #RaniMahumachhi #PoliceRaid #ViralVideo #Jayanagar #JeyporePolice #CrimeNews #OdishaCrime #SexRacket #Absconding #BreakingNews #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.