ARTICLE AD BOX
Rs 9 Cr Scam In R&B Division-1: 4 More Arrested By Odisha Vigilance | Argus News R&B ଡିଭିଜନ୍-୧ରେ ସାମ୍ନାକୁ ଆସିଛି ୯ କୋଟି ଟଙ୍କାର ବିରାଟ ସରକାରୀ ପାଣ୍ଠି ହଡ଼ପ ମହାଦୁର୍ନୀତି, ଯେଉଁଥିରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀଙ୍କ ଆଇଡି-ପାସୱାର୍ଡ ହାତେଇ ୪୮ ଜଣଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିଗତ ୪ ବର୍ଷ ଧରି ଏହି ଲୁଟ୍ ଚାଲିଥିବା ବେଳେ ଭିଜିଲାନ୍ସ ଟିମ୍ ପୂର୍ବରୁ ୪ କୋଟି ଟଙ୍କା ଜବତ କରିବା ସହ ଆଜି ଆଉ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ସରକାରୀ ଟଙ୍କାକୁ ହଡ଼ପ କରି ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇ ବିଳାସବ୍ୟସନରେ ଉଡ଼ାଉଥିବା ଏହି ରାକେଟର ସମସ୍ତ ଦିଗ ଉପରେ ଏବେ ଖୋଳତାଡ଼ ଜାରି ରହିଛି। #OdishaVigilance #VigilanceRaid #RnBScam #CorruptionExpose #GovernmentFundEmbezzlement #OdishaCrime #CorruptionNews #CrimeUpdates #ArrestNews #FinancialScam #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

56 minutes ago
2


