Rourkela Paint factory: ଥିନର କାରଖାନାରେ ଅଗ୍ନିକାଣ୍ଡ

56 minutes ago 1
ARTICLE AD BOX

ରାଉରକେଲାସ୍ଥିତ କଲୁଙ୍ଗା  ଶିଳ୍ପାଞ୍ଚଳ ଆଇଏଫଜିଏଲ ପଛପାର୍ଶ୍ଵ ଥିନର କାରଖାନାରେ ଅଗ୍ନିକାଣ୍ଡ l ନିଆଁକୁ କାବୁ କରିବାକୁ ଘଟଣାସ୍ଥଳରେ ୫ଟି ଦମକଳଗାଡ଼ି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି l

 ଥିନର କାରଖାନାରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାସ୍ଥିତ କଲୁଙ୍ଗା  ଶିଳ୍ପାଞ୍ଚଳ ଆଇଏଫଜିଏଲ ପଛପାର୍ଶ୍ଵ ଥିନର କାରଖାନାରେ ଅଗ୍ନିକାଣ୍ଡ l ନିଆଁକୁ କାବୁ କରିବାକୁ ଘଟଣାସ୍ଥଳରେ ୫ଟି ଦମକଳଗାଡ଼ି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଛି l ‌ସୌଭାଗ୍ୟବଶତଃ ଏହି ଘଟଣାରେ କାହାକୁ କୌଣସି ପ୍ରକାର ଆଘାତ ଲାଗିନାହିଁ। 

ସୂଚନାଯୋଗ୍ୟ, କଲୁଙ୍ଗା ଶିଳ୍ପାଞ୍ଚଳରେ କାବେରୀ ପେଣ୍ଟସ କାରଖାନାରେ ଆଜି ଦିନ ପ୍ରାୟ ସାଢେ ୧୨ଟା ରେ ସଟ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ରଙ୍ଗ ଓ ଇଥାନାଲ ଥିବାରୁ ନିଆଁ କାରଖାନାର ଚାରି ଆଡକୁ ବ୍ୟାପି ଯାଇଥିଲା l  କାରଖାନା ମାଲିକ ରାଉରକେଲା ପପୁ ଜସ୍ୱୱାଲ ଓ ତାଙ୍କ ସହଯୋଗୀ କାରଖାନାରେ ପହଞ୍ଚି ବୁଝାସୁଝା କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.