Road Accident: ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ଦୁର୍ଘଟଣା: ନେପାଳର ୨ନାଗରିକ ମୃତ, ୨୦ ଆହତ

55 minutes ago 1
ARTICLE AD BOX

ଉତ୍ତରପ୍ରଦେଶର ଆମରୋହା ଜିଲ୍ଲା ଗଜରୌଲାରେ ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଯାଉଥିବା ଏକ ପର୍ଯ୍ୟଟକ ବସ୍ ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।

 (sambad.in) Delhi Lucknow Highway accident Photograph: (sambad.in)

ଆମରୋହା:  ଉତ୍ତରପ୍ରଦେଶର ଆମରୋହା ଜିଲ୍ଲା ଗଜରୌଲାରେ ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଯାଉଥିବା ଏକ ପର୍ଯ୍ୟଟକ ବସ୍ ଏକ ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେବାରୁ ଦୁଇ ଜଣ ନେପାଳର ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଗଜରୌଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଲଦାଖରୁ ନେପାଳ ଅଭିମୁଖେ ଯାଉଥିବା ପର୍ଯ୍ୟଟକ ବସ୍‌ଟି ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ସହ ଧକ୍କା ହୋଇଥିଲା। 

Murder: ପୁଲିସ ଫାଣ୍ଡି ନିକଟରେ ଚାଷୀଙ୍କ ଗଳା କାଟି ହତ୍ୟା; ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.