ARTICLE AD BOX
Ratna Bhandar Inventory Update: New SOP Implemented; Counting Of Ornaments Continues | Argus News ଚାଲିଛି ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ।ଆଜି ଠାରୁ ଗଣତି କାର୍ଯ୍ୟରେ ଯୋଡ଼ି ହୋଇଛି ରାଜ୍ୟ ସରକାରଙ୍କ ଅତିରିକ୍ତ ଏସ ଓ ପି ବା ମାର୍ଗଦର୍ଶିକା ।ଭିତର ଭଣ୍ଡାର ଗଣତି ଶେଷ ହେବାପରେ ବାହାରିବ 6ଟି ଖାଲି କାଠ ଆଲମିରା ।ନୂଆ ସିନ୍ଦୁକରେ ରଖାଯିବ ଗଣତି ହୋଇଥିବା ଅଳଙ୍କାର ।ସେପେଟ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଝୋବାକଣ୍ଟି ର ହେବ ଗଣତି କାର୍ଯ୍ୟ ।ମଖମଲ କପଡ଼ାରେ ରଖାଯିବ ମୋତି ମାଣିକ୍ୟର,ଅଳଙ୍କାର ।ସେପଟେ ସନ୍ଧ୍ୟା ଧୁପ ପର୍ଯ୍ୟନ୍ତ ବାହାର କାଠ ରୁ ଦର୍ଶନ ସାନିଧ୍ୟ ନେଉଛନ୍ତି ଭକ୍ତ ଶ୍ରଦ୍ଧାଳୁ । The inventory and counting process of the inner Ratna Bhandar of Puri Jagannath Temple are moving forward with new guidelines. According to the additional SOP issued by the state government, six empty wooden almirahs will be removed after the counting is complete. The precious ornaments are being transferred to new chests, while pearls and gems are being stored in special velvet cloths. Additionally, the counting of 'Jhobakanti' ornaments used for the deities' Shreemukha is also underway. Devotees continue to have darshan from Bahara Katha during this period #PuriJagannathTemple #RatnaBhandar #JagannathCulture #OdishaNews #PuriNews #TempleNews #RatnaBhandarCounting #SOPUpdate #HeritageOdisha #DivineOdisha #LordJagannath #SrimandirUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

54 minutes ago
1


