ARTICLE AD BOX
Rare Weather Event: 6 Storm Systems Active Simultaneously in Pacific Ocean | Cyclones Update | Argus News ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୬ଟି ୱେଦର ସିଷ୍ଟମ ବା ପାଣିପାଗ ନିୟାମକ ସକ୍ରିୟ ରହିଛି । ଫଳରେ ଅଶାନ୍ତ ହୋଇଉଠିଛି ସମୁଦ୍ର ଓ ଭୟ ବଢ଼ିଛି । ଏହି ସିଷ୍ଟମଗୁଡ଼ିକ ମଧ୍ୟରେ ସାଇକ୍ଲୋନ୍ 'ଡଲଫିନ୍', ଟ୍ରପିକାଲ୍ ଷ୍ଟର୍ମ 'ଚାନ୍-ହୋମ୍', ଇନଭେଷ୍ଟ 98 W, ଇନଭେଷ୍ଟ 97 W, ପୂର୍ବତନ ଟ୍ରପିକାଲ୍ ଷ୍ଟର୍ମ 'କୁଜିରା'ର ଅବଶିଷ୍ଟାଂଶ ଏବଂ 8 C ଲଘୁଚାପ କ୍ଷେତ୍ର ରହିଛି । The storm is approaching land. Not one or two, but six weather systems are active simultaneously in the Western Pacific Ocean. As a result, the seas are becoming turbulent and the fear is increasing. These systems include Cyclone 'Dolphin', Tropical Storm 'Chan-Hom', Invest 98 W, Invest 97 W, the remnants of former Tropical Storm 'Kuzira' and the 8 C low pressure area. #CycloneUpdate #PacificOcean #WeatherNews #CycloneDolphin #ChanHom #TropicalStorm #GlobalWeather #Meteorology #StormAlert #NaturalDisasters #OceanWeather #InternationalNews #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
3


