Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ; ଶରଧାବାଲି ଅଭିମୁଖେ ତାଳଧ୍ବଜ

12 hours ago 1
ARTICLE AD BOX

ରଥଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା ‘ରଥ’ର ଗତି ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ। ଯେଉଁ ମୁହୂର୍ତ୍ତକୁ ଦେଖିବା ପାଇଁ ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ସେହି ଆଶା ପୂରା ହୋଇଛି। ବଡ଼ଦାଣ୍ଡରେ ରଥ ଗଡ଼ିଛି।

 ବଡ଼ଦାଣ୍ଡରେ ଗଡ଼ିଲା ରଥ; ଶରଧାବାଲି ଅଭିମୁଖେ ତାଳଧ୍ବଜ

ପୁରୀ: ରଥଯାତ୍ରାର ମୁଖ୍ୟ ଆକର୍ଷଣ କୁହାଯାଉଥିବା ‘ରଥ’ର ଗତି ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ। ଯେଉଁ ମୁହୂର୍ତ୍ତକୁ ଦେଖିବା ପାଇଁ ଭକ୍ତମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ସେହି ଆଶା ପୂରା ହୋଇଛି। ବଡ଼ଦାଣ୍ଡରେ ରଥ ଗଡ଼ିଛି। ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ରଥ ’ତାଳଧ୍ବଜ’ ଗଡ଼ିଛି। ଘଣ୍ଟ, ଘଣ୍ଟି ଏବଂ ହରିବୋଲରେ ବଡ଼ଦାଣ୍ଡ କମ୍ପି ଉଠିଛି।  

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.