ARTICLE AD BOX
ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି। ଭକ୍ତଙ୍କର ମନ ପୁରୀରେ ରହିଛି। ସମସ୍ତଙ୍କର ଅପେକ୍ଷା କାଳିଆ ସାଆନ୍ତଙ୍କ ଆଗମନକୁ। ଏହା ପୂର୍ବରୁ ତିନି ରଥ ଆଜି ସିଂହଦ୍ବାର ସାମ୍ନାରେ ପହଞ୍ଚି ସାରିଛନ୍ତି।
Photo: Santosh, Sambad Digital, PuriAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
15


