ARTICLE AD BOX
ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଯୋଗୁଁ ଆଜି ଆପାତତଃ ସକାଳ ୮ଟା ପରଠାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନରେ ସହଯୋଗ କାମନା କରାଯାଇଛି।
puri jagannath templeପୁରୀ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଯୋଗୁଁ ଆଜି ଆପାତତଃ ସକାଳ ୮ଟା ପରଠାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନରେ ସହଯୋଗ କାମନା କରାଯାଇଛି। ସୂଚନାଯୋଗ୍ୟ, ଶାରଦୀୟ ନବରାତ୍ରୀର ପୀଠରେ ନବମୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମା' ବିମଳା ଦେବୀଙ୍କ ଷୋଳପୂଜା ବିଶେଷ ନୀତି ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


