ARTICLE AD BOX
Protest At Lingipur Chhak: De*d Body Kept On Road After Worker Dies Of Electrocution | Argus News ମୃତଦେହ ରଖି ଧାରଣା । ଲିଙ୍ଗିପୁର ଛକରେ ମୃତଦେହ ରଖି ଧାରଣରେ ବସିଲେ ଲୋକେ। କରେଣ୍ଟ ଲାଗି ଶ୍ରମିକ ମୃତ ପରେ ହଙ୍ଗାମା । ମୃତଦେହ ରଖି ଧାରଣାରେ ବସିଲେ ପରିବାର ଲୋକ ଓ ଶ୍ରମିକ ସଂଗଠନ। ଗତକାଲି ଲିଙ୍ଗିପୁରରେ କରେଣ୍ଟ ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ୱେଲ୍ଡିଂ କାମ କରୁଥିବା ବେଳେ କରେଣ୍ଟ ଲାଗି ଘଟିଥିଲା ଅଘଟଣ। ମାଲିକଙ୍କ ଅବହେଳା ଯୋଗୁଁ ତାଙ୍କ ଜୀବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । Ardaha sitting with the body. People sitting with the body at Lingipur Square. Ruckus after worker dies due to electric shock. Family members and labor organizations sitting with the body. Yesterday, a worker died due to electric shock in Lingipur. The incident occurred while he was welding and he was electrocuted. The family members have complained that his life was taken away due to the negligence of the owner. #LingipurProtest, #BhubaneswarNews, #LaborRights, #ElectrocutionAccident, #JusticeForSubatra, #DhauliPolice, #OdishaCrime, #WorkerSafety, #BreakingNewsOdisha, #OdiaNews, #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


