PM Modi Meets CWG 2026 Medalists:Mirabai Chanu Gets Emotional While Sharing Her Journey | Argus News

1 hour ago 1
ARTICLE AD BOX


PM Modi Meets CWG 2026 Medalists: Mirabai Chanu Gets Emotional While Sharing Her Journey | Argus News ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ପଦକ ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସ୍ବର୍ଣ୍ଣ ବିଜେତା ଭାରୋତ୍ତଳକ ମୀରାବାଇ ଚାନୁ କହିଛନ୍ତି, ପଦକ ଜିତିବା ଦିନ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଭାବବିହ୍ୱଳ ଥିଲି । ସେହି ଖୁସି ଅତ୍ୟନ୍ତ ଅଧିକ ଥିଲା । ମୁଁ କାନ୍ଦିଲି କାରଣ ପ୍ୟାରିସ୍ ଅଲମ୍ପିକ୍ସରେ ମୁଁ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲି । ଆମର ଜାତୀୟ ପତାକା ଉଡ଼ୁଥିବାର ଏବଂ ଜାତୀୟ ସଙ୍ଗୀତ ବାଜୁଥିବାର ଦେଖି, ମୁଁ ନିଜ ଲୁହକୁ ରୋକି ପାରିଲି ନାହିଁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଏହାକୁ କେବଳ ଆପଣଙ୍କର ବ୍ୟକ୍ତିଗତ ସଫଳତା ବୋଲି ଭାବୁନାହିଁ ବରଂ ଆପଣଙ୍କର ଏହି ବିଜୟ ଭବିଷ୍ୟତର ପିଢ଼ି ପାଇଁ ଏକ ଅତି ବଡ଼ ପ୍ରେରଣା ବୋଲି କହିଛନ୍ତି ପିଏମ । ଏହାସହ ପିଏମ ମୋଦି ମୀରାବାଇ ଚାନୁଙ୍କୁ ମିଠା ଖୁଆଇଛନ୍ତି। ଏହା ସହ ପିଏମ ଅନ୍ୟ ଆଥଲେଟ ମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ Prime Minister Narendra Modi today interacted with the heroes of Commonwealth Games 2026. During the meeting, Gold medalist weightlifter Mirabai Chanu shared an emotional account of her victory. She expressed how seeing the National Flag fly high and hearing the National Anthem brought tears to her eyes, especially after missing out on a medal at the Paris Olympics. PM Modi lauded her efforts, stating that her victory is a massive inspiration for future generations of athletes. The Prime Minister also celebrated the moment by feeding sweets to Mirabai and thanked all the athletes for making India proud. Watch this exclusive coverage on Argus News. #PMModi #MirabaiChanu #CWG2026 #TeamIndia #CommonwealthGames #GoldMedalist #Inspiration #IndiaAtCWG #Weightlifting #SportsIndia #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.