ARTICLE AD BOX
PM Modi Launches 'Nashamukt Yuva' Abhiyan | Warning to Drug Mafias | Viksit Bharat Sankalp | Argus News ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଆହ୍ୱାନ! ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶାମୁକ୍ତ ଯୁବ’। ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ୍ରଗ୍ସ ମାଫିଆଙ୍କୁ କଡ଼ା ଚେତାବନୀ ଦେବା ସହ ନିଶା କାରବାର ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏହି ଅଭିଯାନରେ ଦେଶର ୧ କୋଟିରୁ ଅଧିକ ଯୁବକ ନିଶାମୁକ୍ତି ଶପଥ ନେଇଛନ୍ତି। ପଡ଼ୋଶୀ ଦେଶର ଷଡ଼ଯନ୍ତ୍ରକୁ ପଣ୍ଡ କରି ଏକ ସୁସ୍ଥ ଭାରତ ଗଠନ ପାଇଁ ଏହାକୁ ଏକ ‘ଜନ ଆନ୍ଦୋଳନ’ରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। Prime Minister Narendra Modi today kickstarted a massive national movement, the 'Nashamukt Yuva Abhiyan' under the Viksit Bharat Sankalp, aimed at making India drug-free. Addressing the nation via video conferencing, PM Modi emphasized that a drug-free youth is the biggest strength of a developed India. He issued a stern warning to drug mafias and highlighted the government's 'Zero Tolerance' policy against narcotics. The PM also cautioned against the conspiracies of neighboring countries trying to push drugs into India. Over 1 crore youth and 125 spiritual organizations joined the movement today by taking a pledge. Watch the full highlights of this 100-week-long mass movement #PMModi #NashamuktYuva #DrugFreeIndia #ViksitBharat #ZeroTolerance #YouthPower #NarendraModi #IndiaAgainstDrugs #JanAndolan #ModiSpeech #NationalMission #ViksitBharatSankalp #ArgusNews #OdishaNews #BreakingNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


