Odisha Govt's Big Move: Agristack ID for Farmers Like Aadhaar Card | Remote Eye Scan Facility

1 day ago 1
ARTICLE AD BOX


Odisha Govt's Big Move: Agristack ID for Farmers Like Aadhaar Card | Remote Eye Scan Facility | Argus News ଏଗ୍ରିଷ୍ଟେକ ID ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର । ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟେକ ID । ଯେଉଁ ଚାଷୀ ସମବାୟ ସଂସ୍ଥା ଆସିପାରିବେନି ଚାଷୀଙ୍କ ପାଖକୁ ଯିବେ ଅଧିକାରୀ । ID ଜେନେରେଟ ହେଲେ ଚାଷୀଙ୍କୁ ମିଳିବ ପରିଚୟ ପତ୍ର । ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟ ପତ୍ର । ସାହାଯ୍ୟ କରିବେ କୃଷି, ରାଜସ୍ୱ ଓ ସମବାୟ ଅଧିକାରୀ । ଆବଶ୍ୟକ ପଡିଲେ ବଢିବ ଚାଷୀ ପଞ୍ଜୀକରଣ ଅବଧି । ଏଣିକି ବାହରେ ଥିବା ଚାଷୀ VC ମାଧ୍ୟମରେ ପଞ୍ଜୀକରଣ ଏବଂ EYE ସ୍କାନ କରିପାରିବେ । ଏନେଇ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା । ବୈଠକରେ କୃଷି, ସମବାୟ, ରାଜସ୍ୱ, ଯୋଗାଣ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ । The Odisha government has announced a major initiative to provide every farmer with a unique "Agristack ID," similar to an Aadhaar card. In a high-level ministerial meeting involving Agriculture, Revenue, and Cooperative departments, it was decided that officials will personally visit farmers for registration if they cannot reach cooperative societies. A groundbreaking feature allows farmers living outside the state to register via Video Conferencing (VC) using eye scans. This ID will serve as a permanent digital identity for all agricultural benefits and schemes. Watch Argus News for more details on this digital revolution in Odisha's farming sector. #OdishaFarmers #AgristackID #FarmerIDCard #OdishaGovt #AgricultureNews #DigitalFarming #FarmersBenefit #BreakingNewsOdisha #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.