ARTICLE AD BOX
Odisha Govt Plans River Dredging In Jajpur, Balasore & Bhadrak To Prevent Floods | Argus News ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଭଳି ଜିଲ୍ଲାରେ ଯେଉଁ ନଦୀ ଯାଇଛି ସେସବୁକୁ ଡ୍ରେଜିଙ୍ଗ କରାଯାଇପାରେ। ବିପର୍ଯୟ ପରିଚାଳନା ବିଭାଗର ଅଧିକାରୀ ଗୋଆ ଓ କେରଳ ଯାଇଥିଲେ, ସେଠାରେ ଜଳ ନିଷ୍କାସନ କରିବାର ପ୍ରଣାଳୀ ଦେଖିକରି ଆସିଥିଲେ।କିଛି ସଂସ୍ଥାକୁ କାମ ମଧ୍ୟ ଦିଆଯାଇଛି। ଆଗକୁ ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଭଳି ଜିଲ୍ଲାରେ ଯେଉଁ ନଦୀ ଯାଇଛି ସେସବୁକୁ ଡ୍ରେଜିଙ୍ଗ କରାଯାଇପାରେ।ଫଳରେ ପାଣି ସଫଳ ଭାବେ ନିଷ୍କାସନ ହୋଇପାରିବ ଏବଂ ବନ୍ୟା ପରିସ୍ଥିତି ହେବ ନାହିଁ | In a major move to tackle recurring floods, the Odisha government is planning to implement river dredging in Jajpur, Balasore, and Bhadrak districts. Officials from the Disaster Management Department recently visited Goa and Kerala to study their advanced water drainage systems. Some agencies have already been assigned to start the work. The dredging process will help clear silt from riverbeds, ensuring smooth water flow and significantly reducing the risk of flooding in these vulnerable regions. Watch the full report on Argus News for more details on this mega project. #OdishaNews #FloodControl #RiverDredging #Jajpur #Balasore #Bhadrak #OdishaGovt #DisasterManagement #WaterDrainage #FloodPrevention #OdishaDevelopment #BreakingNews #OdiaNews #ArgusNews #OdishaUpdate ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

58 minutes ago
1


