ARTICLE AD BOX
Odisha Food Pro 2026: Over ₹31,000 Crore Investment Pledged in Delhi Meet ଭାରତର ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ସରକାରଙ୍କ ତରଫରୁ 'ଓଡ଼ିଶା ଫୁଡ୍ ପ୍ରୋ 2026 ଅନୁଷ୍ଠିତ ହୋଇଛି । ଇନଭେଷ୍ଟର୍ସ ମିଟ୍ରେ ପ୍ରାୟ ୨୨ଟି MoU ସ୍ବାକ୍ଷରିତ ହୋଇଛି । ଏଥିରେ ବେଭରେଜ୍ ପ୍ରୋସେସିଂ, ଆଗ୍ରୋ ପ୍ରୋସେସିଂ, କୋଲ୍ଡ ଚେନ୍, ଲଜିଷ୍ଟିକ୍, ପ୍ୟାକେଜିଂ ଆଦି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସେଗମେଣ୍ଟରେ ନିବେଶ ହୋଇଛି । ଏହା ଦ୍ୱାରା ରାଜ୍ୟକୁ ପ୍ରାୟ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଆସିବ। ଏଥି ସହିତ ପ୍ରାୟ ୪୨ ହଜାର ୭୬ ଜଣରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ବ୍ୟବସାୟକୁ ଆଗକୁ ବଢ଼େଇବା ପାଇଁ, ଇନଭେଷ୍ଟମେଣ୍ଟକୁ ଅଧିକ ବୃଦ୍ଧି କରିବା ପାଇଁ, ଆଉ ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଇଭେଣ୍ଟ ସଫଳତାର ସହିତ ହୋଇଛି। ପ୍ରାୟ ୩୦୦ ରୁ ଅଧିକ ଅଫିସରମାନେ ଉପସ୍ଥିତ ଥିଲେ, ଏବଂ ୧୦୦ ରୁ ଅଧିକ କମ୍ପାନୀ ମଧ୍ୟ ଏଠି ଉପସ୍ଥିତ ରହି ଏହି ଆଲୋଚନାରେ ଭାଗ ନେଇ ଆଜିର କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। । ଓଡ଼ିଶା ଫୁଡ୍ ପ୍ରୋ-୨୦୨୬, ଫୁଡ ପ୍ରୋସେସିଂ କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଫୁଡ ପ୍ରୋସେସି କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ନିବେଶକମାନଙ୍କୁ ରାଜ୍ୟର ସମ୍ଭାବନା ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ସରକାର।... ଏହି ଅବସରରେ ନଲେଜ୍ ରିପୋର୍ଟ' ନାମକ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା । CM Mohan Charan Majhi spearheads the 'Odisha Food Pro 2026' investors' meet in New Delhi, resulting in 22 MoUs worth ₹31,648 crore. This major push in the food processing sector is expected to generate over 42,000 jobs in Odisha. From beverage processing to logistics, witness how the state is transforming into a premier food processing hub. #OdishaFoodPro2026 #InvestInOdisha #MohanMajhi #FoodProcessing #EmploymentOdisha #NewDelhiEvents #OdishaEconomy #MoU #IndustrialGrowth #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

4 days ago
3


