ARTICLE AD BOX
Odisha Flood Alert: Rising Snake Bite Risk in Flooded Districts | Health Dept Issues Advisory | Argus News ବର୍ଷା ଓ ବନ୍ୟା ସମୟରେ ବଢ଼ୁଛି ସାପ ଭୟ । ପ୍ରତିବର୍ଷ ଯାଉଛି ହଜାରେ ଜୀବନ, କେମିତି ରହିବେ ସତର୍କ? ବର୍ଷା ଦିନ ଆସିବା ମାତ୍ରକେ ସାପ କାମୁଡ଼ା ଭୟ ବଢ଼ିଯାଏ । ଚାରିଆଡ଼େ ବନ୍ୟାପାଣି ମାଡ଼ିବା ଦ୍ବାରା ସାପବଂଶ ବୃଦ୍ଧି ପାଇଥାଏ । ସାପ ବୃଦ୍ଧି ପାଇବା ଫଳରେ ଲୋକଙ୍କୁ କାମୁଡ଼ିବାର ଭୟ ମଧ୍ୟ ବଢ଼ିଯାଏ । ବର୍ଷା ପାଣି ଓ ବନ୍ୟାପାଣି ସାପମାନଙ୍କର ଗାତ, ଜଳାଶୟ ଏବଂ ରହଣି ସ୍ଥାନରେ ପଶିଯିବାରୁ ନିଜର ଆଶ୍ରୟସ୍ଥଳ ହରାଇ ସାପମାନେ ଶୁଖିଲା ସ୍ଥାନ କିମ୍ବା ଜନବସତି ଆଡ଼କୁ ଚାଲିଆସିଥାଆନ୍ତି । ପାଣିଘେରରେ ଲୋକମାନେ ଥିବାବେଳେ ଚାରିଆଡ଼େ ସାପ ବୃଦ୍ଧି ପାଇଥିବା ଆଶଙ୍କାରେ ଅଧିକ ଭୟଭୀତ ହୋଇପଡ଼ନ୍ତି । ... ତେଣୁ ବନ୍ୟାଞ୍ଚଳରେ ସାପ କାମୁଡା ପାଇଁ ଆଲର୍ଟ ଜାରି କରାଯାଇଛି । ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ CDMଙ୍କ ସହ ଆଲୋଚନା କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ସବୁ CHC ଓ PHCରେ ଆଣ୍ଟି ସ୍ନେକ ଭେନମ୍ ମହଜୁତ ରଖିବାକୁ କୁହାଯାଇଛି । ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଦେଇଛି । With the onset of floods in Odisha, the threat of snake bites has escalated significantly. As floodwaters submerge natural habitats, snakes are seeking refuge in dry, residential areas, posing a grave danger to locals. Every year, nearly a thousand lives are lost to snake bites in the state. In response, the Director of Public Health has issued a high alert for flood-hit districts like Bhadrak, Balasore, and Mayurbhanj. All Community Health Centres (CHCs) and Primary Health Centres (PHCs) have been directed to stock adequate Anti-Snake Venom (ASV). Watch this report from Argus News for crucial safety tips and the latest health department guidelines on how to stay safe during this crisis. #SnakeBiteAlert #OdishaFlood #SafetyTips #HealthAdvisory #SnakeVenom #FloodCrisis #Bhadrak #Balasore #Mayurbhanj #PublicHealth #StaySafe #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
2


