ARTICLE AD BOX
ଉଦିତନଗର ଶୀତପଡ଼ା ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି।
A newborn baby boy has been rescued Photograph: (sambad.in)ରାଉରକେଲା: ଉଦିତନଗର ଶୀତପଡ଼ାର ଏକ ନାଳ ନିକଟରୁ ନବଜାତ ଶିଶୁପୁତ୍ରଉଦ୍ଧାର ହୋଇଥିବା ଜଣାଯାଇଛି l କେହି ବ୍ୟାଗରେ ପୁରାଇ ଫିଙ୍ଗି ଦେଇଥିବା କୁହାଯାଉଛି। ସ୍ଥାନୀୟ ଲୋକମାନେ ଶିଶୁପୁତ୍ରକୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି l ପ୍ରବଳ ବର୍ଷା ପରେ ବି ଶିଶୁଟି ବଞ୍ଚିଥିଲାl
ପୁଲିସର ତଦନ୍ତ
ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।
Hanging Body: ହସ୍ପିଟାଲ୍ କ୍ବାର୍ଟରରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


