New NHAI Rules: ₹5000 Fine Per Minute For Delayed Ambulance On Highways | Argus News

7 hours ago 1
ARTICLE AD BOX


New NHAI Rules: ₹5000 Fine Per Minute For Delayed Ambulance On Highways | Argus News ହାଇୱେରେ ସଡ଼କ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବାରେ ହେଉଥିବା ବିଳମ୍ବ ଏବେ ଅପରେଟରମାନଙ୍କୁ ଭାରୀ ପଡ଼ିପାରେ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆମ୍ବୁଲାନ୍ସ, କ୍ରେନ୍ ଏବଂ ପେଟ୍ରୋଲିଂ ଗାଡ଼ିଗୁଡ଼ିକର ରିଅଲ-ଟାଇମ୍ ମନିଟରିଂ ଏବଂ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ୧୨ ଅଗଷ୍ଟ ୨୦୨୬ରେ ଜାରି ସର୍କୁଲାର୍‌ରେ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚିବା, ଆହତଙ୍କୁ ଡାକ୍ତରଖାନା ନେବା ଏବଂ କଲ୍ କିମ୍ବା ଟିକେଟ୍ ସ୍ୱୀକାର କରିବା ପାଇଁ କଡ଼ା ସମୟସୀମା ଧାର୍ଯ୍ୟ କରାଯାଇଛି। ନୂଆ ନିୟମ ଅନୁଯାୟୀ, ୧୦ କିଲୋମିଟର ପରିସର ମଧ୍ୟରେ ଦୁର୍ଘଟଣା ଘଟିଲେ ଟିକେଟ୍ ଗ୍ରହଣ କରିବାର ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ। ବିଳମ୍ବ ହେଲେ ପ୍ରତି ଅତିରିକ୍ତ ମିନିଟ୍ ପାଇଁ ୫ ହଜାର ଟଙ୍କାର ଜରିମନା ଲଗାଯିବ। The National Highways Authority of India (NHAI) has introduced strict new guidelines to ensure timely emergency response on highways. According to the circular issued on August 12, 2026, ambulances must reach accident sites within 10 minutes for incidents within a 10km radius. Any delay will result in a heavy penalty of ₹5,000 per minute. Furthermore, operators must ensure that injured individuals are transported to a hospital within one hour, or face a ₹10,000 fine. With real-time GPS monitoring and mandatory staff requirements, NHAI aims to streamline emergency services and save lives on national highways. #NHAI #HighwaySafety #AmbulanceRules #RoadSafety #EmergencyServices #NewGuidelines #IndiaHighways #TrafficRules #AccidentResponse #NHAIUpdate #SafetyFirst #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.