Nepal floods: ନେପାଳ ବନ୍ୟା: ଚିତୱାନରୁ ୨୩୩ ଓ ନବଲପରାସି ପୂର୍ବରୁ ୧୫୮ ମୃତଦେହ ଉଦ୍ଧାର

1 month ago 11
ARTICLE AD BOX

କାଠମାଣ୍ଡୁ: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୬୭୫ ରେ ପହଞ୍ଚି ଥିବାବେଳେ ନେପାଳ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା ପ୍ରାଧିକରଣ (ଏନ୍‌ଡିଆର୍‌ଆର୍‌ଏମ୍‌ଏ) ତଥ୍ୟ ଅନୁଯାୟୀ ଚିତୱାନରୁ ସର୍ବାଧିକ ୨୩୩ଟି ମୃତଦେହ ଉଦ୍ଧାର କରାଯାଇଛି।

Advertisment

ଆହୁରି ପଢନ୍ତୁ :Literature: ଅନୁବାଦ ଗଳ୍ପ ବାଇଗଣ ଭରତା: ମୂଳ ହିନ୍ଦୀ: ଜ୍ୟୋତି ଜୈନ, ଅନୁସୃଜନ: ନଗେନ୍ଦ୍ର ନାଥ ପଟ୍ଟନାୟକ...

ନବଲପରାସି ପୂର୍ବରୁ ୧୫୮ଟି, ନୁୱାକୋଟରୁ ୫୧, ଗୋର୍ଖାରୁ ୪୮, ନବଲପରାସି ପଶ୍ଚିମରୁ ୪୭, ଧାଡିଂରୁ ୪୫, ତନାହୁରୁ ୩୧, ରସୁୱାରୁ ୧୩ ମୃତଦେହ ଉଦ୍ଧାର କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.