NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

1 hour ago 2
ARTICLE AD BOX

ଜାତୀୟ ଜୈବବିବିଧତା ପ୍ରାଧିକରଣ (ଏନ୍‌ବିଏ) ଆକ୍‌ସେସ୍‌ ଆଣ୍ଡ୍‌ ବିନିଫିଟ୍‌ ସେୟାରିଂ (ଏବିଏସ୍‌) ବ୍ୟବସ୍ଥା ଅଧୀନରେ ରାଜ୍ୟଗୁଡ଼ିକୁ ୫.୬୮ କୋଟି ଟଙ୍କା ଜାରି କରିଛନ୍ତି।

 ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ

ନୂଆଦିଲ୍ଲୀ: ଜାତୀୟ ଜୈବବିବିଧତା ପ୍ରାଧିକରଣ (ଏନ୍‌ବିଏ) ଆକ୍‌ସେସ୍‌ ଆଣ୍ଡ୍‌ ବିନିଫିଟ୍‌ ସେୟାରିଂ (ଏବିଏସ୍‌) ବ୍ୟବସ୍ଥା ଅଧୀନରେ ରାଜ୍ୟଗୁଡ଼ିକୁ ୫.୬୮ କୋଟି ଟଙ୍କା ଜାରି କରିଛନ୍ତି। ସେଥିରୁ ଓଡ଼ିଶାକୁ ୫୯ ଲକ୍ଷ ୧ ହଜାର ୬୪୧ ଟଙ୍କା ଦିଆଯାଇଛି। ୧୩୯ ପ୍ରକାର ଓ ୨୮ ହାଇବ୍ରିଡ୍‌ ଭେଣ୍ଡି ବାବଦରେ ସର୍ବାଧିକ ୩.୫୧ କୋଟି ଟଙ୍କା ୩୨ଟି ରାଜ୍ୟ ଜୈବବିବିଧତା ବୋର୍ଡକୁ ଦିଆଯାଇଛି। ତରଭୁଜ ଓ କାକୁଡ଼ି ପାଇଁ ମଧ୍ୟ ପାଣ୍ଠି ଜାରି କରାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.