ARTICLE AD BOX
MP Sujeet Kumar Counters US Congressman Riley Moore Over Foreign Contribution Amendment Bill | Argus News ପ୍ରସ୍ତାବିତ ବୈଦେଶିକ ଅବଦାନ ସଂଶୋଧନ ବିଲ୍ ୨୦୨୬ ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟ ରିଲି ମୁର୍ ଦେଇଥିବା ମନ୍ତବ୍ୟକୁ କାଉଣ୍ଟର କଲେ ସାଂସଦ ସୁଜିତ କୁମାର। ଚିଠି ଲେଖି ରିଲି ମୁରଙ୍କ ବିବୃତିର ଜବାବ ଦେଇଛନ୍ତି। ଚିଠିରେ ସୁଜିତ ଲେଖିଛନ୍ତି ଭାରତର ଜଣେ ସାଂସଦ ଭାବେ ଆପଣଙ୍କ ବିବୃତିରେଚିନ୍ତା ଓ ଆଶଙ୍କାଗୁଡ଼ିକର ସମାଧାନ କରିବା ମୋର କର୍ତ୍ତବ୍ୟ । ମୋ ମତରେ, ଆପଣଙ୍କ ବିବୃତିରେ ପ୍ରସ୍ତାବିତ ବିଲ୍ର ଏକ ଅତିରଞ୍ଜିତ ଏବଂ ଭ୍ରାନ୍ତ ଉପସ୍ଥାପନା କରାଯାଇଛି। ଜଣେ କାର୍ଯ୍ୟରତ କଂଗ୍ରେସ ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ଏଭଳି ବିଭ୍ରାନ୍ତିକର ବିବୃତି ଆମ ଦୁଇ ଦେଶ ମଧ୍ୟରୁ କାହାରି ପାଇଁ ହିତକର ନୁହେଁ, ଏବଂ ବିଶେଷକରି ସେହି ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପାଇଁ ମଧ୍ୟ ନୁହେଁ, ଯାହାଙ୍କ ନାମରେ ଆପଣ ଏହି ଚିନ୍ତା ପ୍ରକଟ କରୁଛନ୍ତି ବୋଲି ସାଂସଦ ସୁଜିତ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି। ଭାରତ ସରକାର ଆଣିଥିବା ବୈଦେଶିକ ଅବଦାନ ସଂଶୋଧନ ବିଲକୁ ବିରୋଧ କରି ରିଲି ମୁର୍ କହିଥିଲେ ଏହି ବିଲ୍ ଖ୍ରୀଷ୍ଟଆନ କମ୍ୟୁନିଟି ଉପରେ ଏକ ଆକ୍ରମଣ ସଦୃଶ୍ୟ। ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଚେତାବନୀ ଦେଇ କହିଥିଲେ ମୁର୍ In a strong diplomatic response, Indian MP Sujeet Kumar has countered the remarks made by US Congressman Riley Moore regarding India's proposed Foreign Contribution Amendment Bill 2026. Moore had claimed that the bill was an attack on the Christian community and warned it could affect Indo-US bilateral ties. #SujeetKumar #USCongress #RileyMoore #FCRA #IndoUSRelations #ForeignPolicy #IndianParliament #BreakingNews #OdishaNews #ArgusNews #IndiaCounterUS #InternationalNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


