MP Dharmendra Pradhan Stops To Meet Protesting Villagers| Sambalpur-Jharsuguda | Argus News

2 days ago 1
ARTICLE AD BOX


MP Dharmendra Pradhan Stops To Meet Protesting Villagers| Sambalpur-Jharsuguda | Argus News ସମ୍ବଲପୁରରୁ ଝାରସୁଗୁଡ଼ା ଯିବା ରାସ୍ତାରେ କିଲାସମା ଗ୍ରାମ ପଞ୍ଚାୟତ ଲୋକେ ଧାରଣାରେ ବସିଥିବା ଦେଖି ଅଟକିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ଖୁବ୍ ଶୀଘ୍ର ଆସି ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଲେ। ସାଂସଦ ଗାଡ଼ି ଅଟକାଇ ଲୋକଙ୍କ ସହ ନିଜେ ଆସି ଆଲୋଚନା କରିବାକୁ ନେଇ ଧାରଣରତ ଲୋକେ ଖୁସିବ୍ୟକ୍ତ କରିଛନ୍ତି। କିଲାସମା ଗ୍ରାମ ପଞ୍ଚାୟତର ବିକାଶ ନେଇ ୧୮ ଦଫା ଦାବିରେ ଅନଶନ ଓ ଧର୍ମଘଟରେ ବସିଛନ୍ତି ଗ୍ରାମବାସୀ। ଏ ଅବସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମନ୍ତ୍ରୀ ରବି ନାରାୟଣ ନାଏକ ବି ଉପସ୍ଥିତ ଥିଲେ। On the way from Sambalpur to Jharsuguda, MP Dharmendra Pradhan stopped after seeing the people of Kilasama Gram Panchayat sitting in a protest. He accepted the demands from them and promised to come and discuss them soon. The people of the protest expressed their happiness that the MP stopped the vehicle and came to discuss with the people himself. The villagers are sitting on a hunger strike and a dharma ghat demanding 18 points for the development of Kilasama Gram Panchayat. Minister Ravi Narayan Naik was also present on this occasion along with MP Dharmendra Pradhan. #DharmendraPradhan #Sambalpur #Jharsuguda #Kilasama #OdishaPolitics #PublicProtest #DevelopmentDemands #RabiNarayanNaik #OdishaDevelopment #PublicConnect #OdiaNews #BreakingNews #SambalpurNews #JharsugudaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.