ARTICLE AD BOX
MP Dharmendra Pradhan Stops Convoy For Ambulance In Angul | Grand Welcome At Nuahata | Argus News ଭିଡ଼ ଭିତରେ ଆମ୍ବୁଲାନ୍ସକୁ ରାସ୍ତା ପାର କରାଇଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଠମଲ୍ଲିକ ଗସ୍ତ ସମୟରେ ଅନୁଗୁଳ ବଡକେରା ଏନ୍ଏଚ ଛକରେ ଶତାଧିକ ଲୋକେ ଉତ୍କଣ୍ଠାର ସହିତ କରିଥିଲେ ଅପେକ୍ଷା। ଏହି ସମୟରେ ସେଠାରେ ଗାଡ଼ି ଜାମ୍ ହୋଇଯାଇଥିଲା। ହେଲେ ଦୁଇ ଦୁଇଟି ଆମ୍ବୁଲାନ୍ସ ଆସୁଥିବାର ଦେଖି ନିଜ ଗାଡ଼ି କିଛି ସମୟ ପାଇଁ ଅଟକାଇ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆମ୍ବୁଲାନ୍ସକୁ ଯିବାକୁ ଦେବା ପରେ ଅପେକ୍ଷାରତ ନେତା ଓ କର୍ମୀଙ୍କୁ ଭେଟିଥିଲେ। In a heart-touching gesture, Sambalpur MP Dharmendra Pradhan prioritized human life over his schedule during his visit to Athamallik. While a massive crowd of supporters waited for him at Angul's Badakera NH Chhak, two ambulances were stuck in the traffic jam. Noticing this, Dharmendra Pradhan immediately halted his convoy and directed his team to clear the path for the emergency vehicles. Only after ensuring the ambulances passed safely did he proceed to interact with the waiting BJP leaders and supporters. This act of sensitivity and leadership is winning hearts across the state. #DharmendraPradhan #Angul #HumanityFirst #Nuahata #Badakera #OdishaPolitics #AmbulanceService #BJP #MiraGadanayak #SambalpurMP #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

5 days ago
6


