ARTICLE AD BOX
Missing Inquiry File Case: VK Pandian & Upendra Behera Skip Capital Police Notice | Argus News ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କମିଶନ ଫାଇଲ ଗାଏବ ମାମଲାରେ କ୍ୟାପିଟାଲ ଥାନାର ନୋଟିସ ସତ୍ତ୍ୱେ ହାଜର ହୋଇନାହାନ୍ତି ଉପେନ୍ଦ୍ର ବେହେରା, ପାଣ୍ଡିଆନ୍ ଓ ରାଜେଶ ବର୍ମା। ସମୟ ଗଡ଼ାଇଲେ ପୋଲିସ ୱାରେଣ୍ଟ ଇସ୍ୟୁ କରି ଗିରଫ କରାଯାଇପାରିବ ବୋଲି ପୂର୍ବତନ ଡିଜି ସଞ୍ଜୀବ ମାରିକ କହିଥିବା ବେଳେ ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। The mystery deepens over the missing Justice Naidu Commission report on Swami Laxmanananda Saraswati's murder. V.K. Pandian, Upendra Behera, and Rajesh Verma failed to appear before the police despite notices. Authorities may now issue warrants as the investigation into the missing files intensifies. #MissingFileCase #SwamiLaxmanananda #OdishaPolitics #Bureaucracy #PoliceInvestigation #JusticeForSwamiji #OdishaNews #CrimeUpdate #BreakingNews #OdishaCrime #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


