ARTICLE AD BOX
Miracle Rescue: Woman Saved After 36 Hours Under Earthquake Rubble In Colombia | Argus News କୋଲମ୍ବିଆ ଭୂକମ୍ପରେ ଧ୍ୱଂସାବଶେଷ ତଳେ ଫସିବାର ୩୬ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ମହିଳା..କୋଲମ୍ବିଆରେ ଆସିଥିବା ବିନାଶକାରୀ ୭.୪ ତୀବ୍ରତାର ଭୂକମ୍ପରେ ଚାରିଆଡ଼େ ଧ୍ୱଂସାବଶେଷର ପାହାଡ଼ ଛିଡ଼ା ହୋଇଥିବା ବେଳେ ଏକ ଚମତ୍କାର ଘଟଣା ଘଟିଛି..ପେରେଇରା ସହରରେ ଭଶୁଡ଼ି ପଡ଼ିଥିବା କୋଠାତଳେ ଦୀର୍ଘ ୩୬ ଘଣ୍ଟା ଫସି ରହିବା ପରେ ୩୨ ବର୍ଷୀୟା ଡାନିଏଲା ଲାର୍ଗୋ ନାମ୍ନୀ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଜୀବନ୍ତ ଉଦ୍ଧାର କରାଯାଇଛି। ଚାରୋଟି ଓଜନିଆ କଂକ୍ରିଟ୍ ସ୍ଲାବ୍ ତଳେ ଚାପି ହୋଇ ରହିଥିବା ଡାନିଏଲାଙ୍କ ଚିତ୍କାର ଜଣେ ସ୍ଥାନୀୟ ବାସିନ୍ଦା ଶୁଣିବା ପରେ ସୁରକ୍ଷାକର୍ମୀଙ୍କୁ ଖବର ଦେଇଥିଲେ। ଏହାପରେ ବୋଗୋଟା ଓ ପେରେଇରାର ଅଗ୍ନିଶମ ବାହିନୀ ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଦୀର୍ଘ ୧୦ ଘଣ୍ଟାର କଠିନ ପରିଶ୍ରମ କରି ମାଟି ଓ ସିମେଣ୍ଟ ତଳେ ଦୁଇଟି ସୁଡ଼ଙ୍ଗ ଖୋଳିଥିଲେ। ଗୋଟିଏ ପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ସୁଡ଼ଙ୍ଗ ଦେଇ ତାଙ୍କୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ ଉଦ୍ଧାରକାରୀ। In a miraculous turn of events, a 32-year-old woman named Daniela Largo was rescued alive after being trapped under earthquake debris for 36 hours in Pereira, Colombia. Following a devastating 7.4 magnitude earthquake that left hundreds dead, rescue teams from Bogota and Pereira worked tirelessly for 10 hours to reach her. Trapped under four heavy concrete slabs, she was saved through a specialized tunnel operation providing oxygen and extraction. As she was pulled out safely, crowds erupted in joy. Watch the heart-touching rescue footage and latest global updates only on Argus News. #ColombiaEarthquake #MiracleRescue #EarthquakeSurvivor #Pereira #DanielaLargo #GlobalNews #RescueOperation #NatureFury #Earthquake2026 #ColombiaNews #WorldNews #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

8 hours ago
1


