ARTICLE AD BOX
Massive Earthquake Hits Indonesia: 47 Dead as 6.9 Magnitude Quake Rocks Sumatra | Argus News ଇଣ୍ଡୋନେସିଆରେ ପୁଣି ଥରେ ପ୍ରକୃତିର ତାଣ୍ଡବ । ୨୪ ଘଣ୍ଟାରେ ଦୁଇଟି ଭୂମିକମ୍ପ । ଉତ୍ତର ସୁମାତ୍ରାରେ ପୁଣି ବଡ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍ ଅନୁଯାୟୀ ଏହି ଭୂକମ୍ପର ଗଭୀରତା ପୃଷ୍ଠଠାରୁ ପ୍ରାୟ ୧୫୮ କିଲୋମିଟର ଥିଲା। ଏହାପୂର୍ବରୁ ଆଜି ସକାଳେ ୭.୭ ପ୍ରବଳତାର ଏକ ଭୂକମ୍ପ ଇଣ୍ଡୋନେସିଆରେ ଅନୁଭୂତ ହୋଇଥିଲା । Another natural disaster in Indonesia. Two earthquakes in 24 hours. Another major earthquake has been felt in North Sumatra. Its intensity has been recorded as 6.9 on the Richter scale. According to the German Research Center for Geosciences, the depth of the earthquake was about 158 km below the surface. Earlier this morning, an earthquake of magnitude 7.7 was felt in Indonesia. #IndonesiaEarthquake #SumatraQuake #NaturalDisaster #EarthquakeUpdate #RescueOperation #IndonesiaNews #BreakingNews #GlobalNews #EmergencyAlert #Sumatra #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

50 minutes ago
1


