Massive Crowd For MP Dharmendra Pradhan In Athagarh & Angul | Grand Welcome At NH 55 | Argus News

5 days ago 4
ARTICLE AD BOX


Massive Crowd For MP Dharmendra Pradhan In Athagarh & Angul | Grand Welcome At NH 55 | Argus News ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଠଗଡ, ହିନ୍ଦୋଳ ଓ ଅନୁଗୋଳରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଏନଏଚ ୫୫ ଖୂନ୍ତୁଣୀ ଛକରେ ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ବରେ ଛକ ପାଲଟିଲା ଜନ ସମୁଦ୍ର। ସାଂସଦଙ୍କ ନିଆରା ବ୍ୟକ୍ତିତ୍ୱ ସବୁବେଳେ ବାରି ହୋଇ ପଡ଼ିବା ପରି ଏଠାରେ ବି ଦେଖିବାକୁ ମିଳିଲା। ହଜାର ହଜାର ଭିଡ ଭିତରେ ବି ଛିଡ଼ା ହୋଇଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖକୁ ଯାଇ ଫୁଲଟିଏ ଗ୍ରହଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଏନଏଚରେ ଯୁବକ ହୁଅନ୍ତୁ କି ବୃଦ୍ଧା ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥଲେ। ଏ ଅବସରରେ କ୍ରେନ୍ ମାଧ୍ୟମରେ ବିଶାଳ ପୁଷ୍ପ ହାର ଦେଇ ଓଡ଼ିଶା ମାଟିର ସ୍ବାଭିମାନୀ ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭରପୂର ସ୍ନେହ୍ନ ଜାହିର କଲେ ଆଠଗଡର ତିଗିରିଆ ବାସୀ। Sambalpur MP Dharmendra Pradhan received a grand and heartwarming welcome during his visit to Athagarh, Hindol, and Angul. A massive sea of supporters gathered at NH 55 Khuntuni Chhak, led by BJP leader Abhay Barik. The atmosphere was filled with excitement as people from all walks of life, including the youth and elderly, waited for hours to catch a glimpse of the leader. In a touching gesture, Dharmendra Pradhan stopped to accept flowers from a specially-abled person, showcasing his humble personality. Residents also showered him with affection using cranes to offer giant garlands #DharmendraPradhan #Athagarh #Angul #SambalpurMP #BJP #OdishaPolitics #GrandWelcome #NH55 #OdishaDevelopment #PublicMeeting #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.