Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

1 hour ago 1
ARTICLE AD BOX

ଭୁବନେଶ୍ବର: ହାଇଦ୍ରାବାଦର ଷ୍ଟାର୍‌ ହସ୍ପିଟାଲ୍‌ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସବୁ ବର୍ଗର ରୋଗୀଙ୍କ ପାଖରେ ଚିକିତ୍ସା ସୁବିଧା ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଚିକିତ୍ସା ସୁବିଧା ଉପରେ ଆଲୋଚନା

ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ବରିଷ୍ଠ ଚିକିତ୍ସକ ଡାକ୍ତର ମିଟୁ ଶ୍ରୀନିବାସ ରେଡ୍ଡି ଓ ଡାକ୍ତର ରଘୁରାମ ରେଡ୍ଡି ହସ୍ପିଟାଲରେ ଯକୃତ ପ୍ରତିରୋପଣର ସମସ୍ତ ଦିଗ ଓ ଚିକିତ୍ସା ସୁବିଧା ଉପରେ ଆଲୋଚନା କରିଥିଲେ। ହସ୍ପିଟାଲ୍‌ର ଯକୃତ ପ୍ରତିରୋପଣ ସଫଳତା ହାର ଓ ହସ୍ପିଟାଲ ଭିତ୍ତିଭୂମି ଉପରେ ‌ସେମାନେ ଆଲୋକପାତ କରିଥିଲେ। ହସ୍ପିଟାଲ୍‌ରୁ ଭଲ ହୋଇଥିବା କିଛି ରୋଗୀ ନିଜ ଅଭିଜ୍ଞତା ବାଣ୍ଟିଥିଲେ।

Ranks First in Housing Construction ପିଏମଏୱାଇ-(ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଓଡ଼ିଶା ପୁରସ୍କୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.