Lawrence Bishnoi: ନେତାଙ୍କଠାରୁ ଅଭିନେତା ନିଦ ହଜାଇଦେଇଛି ଏହି ଗ୍ୟାଙ୍ଗଷ୍ଟାର

1 hour ago 2
ARTICLE AD BOX

କଲେଜ ରାଜନୀତିରୁ ଅପରାଧ ଜଗତକୁ ଆସିଥିବା ଲରେନ୍ସ ବିଷ୍ଣୋଇ ଏବେ ଦେଶର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର। ତେବେ ବାପା ପୁଲିସ ଥିବା ବେଳେ କିପରି ସେ ଏହି ଦୁନିଆକୁ ଆସିଥିଲା ଆସନ୍ତୁ ଜାଣିବା।

ମୁମ୍ବାଇଠାରୁ ଉତ୍ତର ଭାରତ ପର୍ଯ୍ୟନ୍ତ ଅପରାଧିକ ନେଟୱାର୍କ ଓ ହାଇପ୍ରୋଫାଇଲ୍ ହତ୍ୟା ଘଟଣାକୁ ନେଇ ବାରମ୍ବାର ଚର୍ଚ୍ଚାକୁ ଆସୁଥିବା ନାଁ ହେଉଛି ଲରେନ୍ସ ବିଷ୍ଣୋଇ। କଲେଜ ରାଜନୀତିରୁ ଅପରାଧ ଜଗତକୁ ପ୍ରବେଶ କରିଥିବା ଏହି ଗ୍ୟାଙ୍ଗଷ୍ଟର ଏବେ ଦେଶର ଅନ୍ୟତମ ଚର୍ଚ୍ଚିତ ଅପରାଧିକ ନେଟୱାର୍କର ମୁଖ୍ୟ ଭାବେ ପରିଚିତ। ଟାଇଗର ଶ୍ରଫଙ୍କୁ ନେଇ ଆସିଥିବା ଆକ୍ରମଣ ଖବର ପରେ ତାଙ୍କ ନାଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ତେବେ କିଏ ଏହି ଲରେନ୍ସ ବିଷ୍ଣୋଇ ? କିପରି ସେ ଏହି ବାଟରେ ରଖିଥିଲା ପାଦ? ଆସନ୍ତୁ ଜାଣିବା ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.