ARTICLE AD BOX
ରାଜ୍ୟର ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ଦିନର ମହଲତ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଉଦ୍ୟାନ କୃଷି ଅଧିକାରୀଙ୍କ ସଭାରେ ସେମାନଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର ଷ୍ଟାମ୍ପ ନୁହେଁ । ଟ୍ରେନିଂ ଗଲା ପରେ କାହିଁକି ଦିଆଯାଉନି ରିପୋର୍ଟ ? ଯିଏ ମାନିବ ନାହିଁ, ସିଏ ଘରକୁ ପଳାଇବ । ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆପଣଙ୍କ ଉପରେ ଆକସନ ହେବ ବୋଲି କଡା ଚେତାବନୀ ଦେଇଛନ୍ତି। ଆମେ ଅଫିସରମାନଙ୍କ ଧମକ ଡରୁ ନାହିଁ ବୋଲି ରୋକଠୋକ କହିଛନ୍ତି । ଦୁଇବର୍ଷ ହେଲାଣି ସରକାର ହେଲାଣି । ଉଦ୍ୟାନ କୃଷି ଅଧିକାରୀମାନେ ଦେଶ ତଥା ଦେଶ ବାହାରକୁ ଉଦ୍ୟାନ କୃଷି ବିଷୟରେ ଟୁର ଯାଉଛନ୍ତି ସେମାନେ ଆସିବା ପରେ କୌଣସି ରିପୋର୍ଟ ଦେଉ ନାହାନ୍ତି। ଏଥିପ୍ରତି କାହାର ଦାୟିତ୍ୱ ନାହିଁ। ସରକାରଙ୍କ ଅନ୍ଧାରରେ ରଖିବା ବନ୍ଦ କରନ୍ତୁ। ଖର୍ଚ୍ଚ କରିବାର ସମ୍ପୁର୍ଣ୍ଣ ରିପୋର୍ଟ ପ୍ରଦାନ କରନ୍ତୁ। ଯଦି ଏଭଳି ନ କରିବେ ତେବେ ମୋଠାରୁ କିଛି ଆଶା ରଖିବେନି। ମୁଁ ଗୋଟିଏ ରବର୍ ଷ୍ଠାମ୍ପ ବୋଲି ଭାବନ୍ତୁ ନାହିଁ। ଏଥିପାଇଁ ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ ଦିନର ମହଲତ ଦିଆଯାଇଥିବା ରୋକଠୋକ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । Odisha Deputy CM KV Singh Deo has issued a stern warning to Horticulture Department officers, granting them a 7-day ultimatum to submit pending reports. During a meeting, he criticized officials for failing to provide tour reports after domestic and international training visits. Asserting that "he is not a rubber stamp," the Deputy CM warned that any officer attempting to keep the government in the dark or failing to comply would face strict action, including being sent home. Watch the full report on Argus News for more details on this bold move by the state government. #KVSinghDeo #OdishaGovernment #HorticultureDepartment #OdishaNews #DeputyCM #ActionAgainstOfficers #OdishaPolitics #AdministrativeAction #GovernmentUpdate #KVSD #OdishaDevelopment #OdishaNews #OdiaNews #BreakingNews #ArgusNews #ଉପମୁଖ୍ୟମନ୍ତ୍ରୀଙ୍କ_କଡ଼ା_ଚେତାବନୀ ରାଜ୍ୟର ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ଦିନର ମହଲତ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଉଦ୍ୟାନ କୃଷି ଅଧିକାରୀଙ୍କ ସଭାରେ ସେମାନଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର ଷ୍ଟାମ୍ପ ନୁହେଁ । ଟ୍ରେନିଂ ଗଲା ପରେ କାହିଁକି ଦିଆଯାଉନି ରିପୋର୍ଟ ? ଯିଏ ମାନିବ ନାହିଁ, ସିଏ ଘରକୁ ପଳାଇବ । ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆପଣଙ୍କ ଉପରେ ଆକସନ ହେବ ବୋଲି କଡା ଚେତାବନୀ ଦେଇଛନ୍ତି। ଆମେ ଅଫିସରମାନଙ୍କ ଧମକ ଡରୁ ନାହିଁ ବୋଲି ରୋକଠୋକ କହିଛନ୍ତି । ଦୁଇବର୍ଷ ହେଲାଣି ସରକାର ହେଲାଣି । ଉଦ୍ୟାନ କୃଷି ଅଧିକାରୀମାନେ ଦେଶ ତଥା ଦେଶ ବାହାରକୁ ଉଦ୍ୟାନ କୃଷି ବିଷୟରେ ଟୁର ଯାଉଛନ୍ତି ସେମାନେ ଆସିବା ପରେ କୌଣସି ରିପୋର୍ଟ ଦେଉ ନାହାନ୍ତି। ଏଥିପ୍ରତି କାହାର ଦାୟିତ୍ୱ ନାହିଁ। ସରକାରଙ୍କ ଅନ୍ଧାରରେ ରଖିବା ବନ୍ଦ କରନ୍ତୁ। ଖର୍ଚ୍ଚ କରିବାର ସମ୍ପୁର୍ଣ୍ଣ ରିପୋର୍ଟ ପ୍ରଦାନ କରନ୍ତୁ। ଯଦି ଏଭଳି ନ କରିବେ ତେବେ ମୋଠାରୁ କିଛି ଆଶା ରଖିବେନି। ମୁଁ ଗୋଟିଏ ରବର୍ ଷ୍ଠାମ୍ପ ବୋଲି ଭାବନ୍ତୁ ନାହିଁ। ଏଥିପାଇଁ ଉଦ୍ୟାନ କୃଷି ଅଧିକାରୀଙ୍କୁ ୭ ଦିନର ମହଲତ ଦିଆଯାଇଥିବା ରୋକଠୋକ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । Odisha Deputy CM KV Singh Deo has issued a stern warning to Horticulture Department officers, granting them a 7-day ultimatum to submit pending reports. During a meeting, he criticized officials for failing to provide tour reports after domestic and international training visits. Asserting that "he is not a rubber stamp," the Deputy CM warned that any officer attempting to keep the government in the dark or failing to comply would face strict action, including being sent home. Watch the full report on Argus News for more details on this bold move by the state government. #KVSinghDeo #OdishaGovernment #HorticultureDepartment #OdishaNews #DeputyCM #ActionAgainstOfficers #OdishaPolitics #AdministrativeAction #GovernmentUpdate #KVSD #OdishaDevelopment #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

49 minutes ago
1


