ARTICLE AD BOX
Koraput Border Education Crisis: Ground Report On Neglected Schools In Pattangi | Argus ସୀମାନ୍ତରେ ସୀମା ଡେଇଁ ପାରୁନି ଶିକ୍ଷା। ଓଡ଼ିଆ ପାଠ ପାଇଁ ଦହଗଞ୍ଚ ଛାତ୍ରଛାତ୍ରୀ।। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ଓ ଶିକ୍ଷା ନୀତିର ଅଭାବରୁ ଓଡ଼ିଆ ଶିକ୍ଷା ଗରୁତର ଭାବେ ପ୍ରଭାବିତ ହୋଇଛି। ଅଣ୍ଡ୍ରାଙ୍ଗି, ପାଲାବାଲସା, ଆଡାତିକା, ପ୍ରଜାସିପାଇପୁଟ ଓ ନୂଆଗାଁ ଆଦି ସ୍କୁଲରେ ଗୋଟିଏ ଘରେ ଚାଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା। Despite big tall claims of educational development by the state government, the ground reality in the border regions of Pattangi block under Koraput district paints a grim picture. Lack of proper infrastructure, persistent language barriers, and continuous luring tactics by the Andhra Pradesh government are pushing the future of innocent children into darkness. #Koraput #PattangiBorder #EducationCrisis #GroundReport #OdishaEducation #LanguageBarrier #BorderSchools #AndhraBorderControversy #SchoolInfrastructure #KoraputNews #OdishaGovt #SchoolEducation #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

14 hours ago
1


