ARTICLE AD BOX
କଟକରେ ଆଜି କାଳୀପୂଜା ଭସାଣି ଉତ୍ସବ। ୮୦ଟି ମେଢ଼ ଶୋଭାଯାତ୍ରାରେ ସାମିଲ ହେବେ। ଦୁର୍ଗାପୂଜା ଭସାଣି ଭଳି କାଳୀପୂଜା ଭସାଣିକୁ ଶାନ୍ତଶୃଙ୍ଖଳାର ସମାପନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଶାନ୍ତିଶୃଙ୍ଖଳା ପାଇଁ ୬୫ ପ୍ଲାଟୁନ୍ ପୁଲିସ ମୁତୟନ।
Katak Kali Puja Immersion Today Photograph: (Sambad.in)କଟକ: କଟକର ପାରଂପାରିକ କାଳୀପୂଜା ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହେଉଛି। ଆଜି ଶୋଭାଯାତ୍ରାରେ ସାମିଲ ହେବେ କଟକର ବିଭିନ୍ନ ସାହିର ୮୦ଟି ମେଢ଼। ବିଭିନ୍ନ ସାହିର ୮୦ଟି ମେଢ଼ଆଜି ପୁରୀଘାଟ ଦେବୀଗଡ଼ାରେ ବିସର୍ଜିତ ହେବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ପୂର୍ବରୁ କାଠଯୋଡ଼ି ନଦୀରେ କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ଏଥିଲାଗି ସକାଳୁ ପୂଜା କମିଟିମାନେ ତତ୍ପର ହୋଇଉଠିଥିବା ପରିଲକ୍ଷିତ ହୋଇଛି।
୬୫ ପ୍ଲାଟୁନ୍ ପୁଲିସ୍ ମୁତୟନ
ଦୁର୍ଗାପୂଜା ଭସାଣି ଭଳି କାଳୀପୂଜା ଭସାଣିକୁ ଶାନ୍ତଶୃଙ୍ଖଳାର ସମାପନ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ମହାନଗରରେ ୬୫ ପ୍ଲାଟୁନ୍ ପୁଲିସ୍ ମୁତୟନ ହୋଇଛନ୍ତି।
SCB Surgery Department: ଏସ୍ସିବି ସର୍ଜରି ବିଭାଗରେ ବର୍ଣ୍ଣ ବାଥ୍ ବ୍ୟବସ୍ଥା: ଲାଗିଲା ୨୦ ଲକ୍ଷର ମେସିନ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2


