Karisma Kapoor: ୫୦ ବର୍ଷରେ ୨୫ ପରି କିପରି ଦିଶୁଛନ୍ତି କରିସ୍ମା?

48 minutes ago 2
ARTICLE AD BOX

ନିଜ ସ୍କିନ୍‌କେୟାର୍ ପାଇଁ କରିସ୍ମା କୌଣସି ଦାମୀ ପ୍ରଡକ୍ଟ ନୁହେଁ ଘରୋଇ ଉପଚାର ଆପଣାଇ ଥାଆନ୍ତି । ତେବେ କ’ଣ ସେହି ଘରୋଇ ଉପାୟ ? ଯାହାକୁ ଲଗାଇ ୫୦ ବର୍ଷରେ ବି ୨୫ ପରି ସେ ଦେଖାଯାଉଛନ୍ତି।

୯୦ଦଶକରହିଟ୍ଅଭିନେତ୍ରୀକରିସ୍ମାକପୁର।ଫିଲ୍ମହେଉକିଫ୍ୟାସନ୍କରିସ୍ମାଙ୍କନାଁଆସିଲେଆଜିବିଫ୍ୟାନ୍‌ଙ୍କଏକ୍ସାଇଟମେଣ୍ଟବଢିଯାଏ।ଫିଲ୍ମଠାରୁଦୂରେଇରହିଲେବିତାଙ୍କଲୁକ୍‌କୁନେଇସବୁଠିଚର୍ଚ୍ଚାଲାଗିରହିଛି।ବିଶେଷକରିତାଙ୍କଗ୍ଲୋଇଂସ୍କିନ୍‌କୁନେଇଫ୍ୟାନ୍‌ଙ୍କମଧ୍ୟରେବହୁତକ୍ରେଜ୍।ନିକଟରେଏକପୋଡ୍‌କାଷ୍ଟରେନିଜସ୍କିନ୍‌କେୟାର୍ବିଷୟରେକଥାହୋଇଥିଲେକରିସ୍ମା।ଆଉସବୁଠୁବଡ଼କଥାହେଉଛିଚେହେରାରଗ୍ଲୋପାଇଁସେକୌଣସିଦାମୀପ୍ରଡକ୍ଟଉପରେନିର୍ଭରନକରିଘରୋଇଉପଚାରଆପଣାଇଥାଆନ୍ତି।ତେବେକ’ଣସେହିଘରୋଇଉପାୟ? ଯାହାକୁଲଗାଇସେ୫୦ବର୍ଷରେବି୨୫ପରିଦେଖାଯାଉଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.